ସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ |
ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ସକାଳ ୯ଟା ରେ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର…
Read Moreମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା: ୨୨ ବ୍ଲକ୍ର ୨୭,୯୮୧ ଲୋକ ପ୍ରଭାବିତ ||
ମୟୂରଭଞ୍ଜ ଜିଲ୍ଲାରେ ଗତ ୧୩ ଅଗଷ୍ଟରୁ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ପକ୍ଷରୁ ୧୭ ଅଗଷ୍ଟ ୨୦୨୬ରେ ଜାରି ତଥ୍ୟ ଅନୁସାରେ, ୨୨ଟି ବ୍ଲକ୍, ୫୪ଟି ଗ୍ରାମ ପଞ୍ଚାୟତ, ୧୨୬ଟି ଗ୍ରାମ ଏବଂ ୧ଟି ପୌରାଞ୍ଚଳର…
Read Moreବାରିପଦାରେ ଧସିଲା ରେଳ ଧାରଣା : ରେଳ ଚଳାଚଳ ବ୍ୟାଘାତ ! ବାଙ୍ଗାରିପୋଷି -ଭୁବନେଶ୍ଵର ସୁପର ଫାଷ୍ଟ ଏବଂ DMU ଟ୍ରେନ ବାତିଲ !!
ମୟୁରଭଞ୍ଜ (ନି ପ୍ର) :-ଧସିଲା ରେଳ ଧାରଣା, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ | ବାରିପଦା ଷ୍ଟେସନ ବଜାରରୁ ସୁନଗଡ଼ିଆ ନିକଟରେ ରେଳ ଧାରଣା ଧସିଯିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ, ରେଳ ଧାରଣା 2 ଫୁଟ ତଳକୁ ଧସିବା ଖବର ପାଇବା ପରେ, ରେଳ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି।ଏହି…
Read Moreପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ||
ବ୍ରହ୍ମପୁର (ତୋଫାନ ଗୌଡ଼): ପବିତ୍ର ପୁଣ୍ୟତିଥି ଅବସରରେ ସକାଳ ୭ଟା ସମୟରେ ବ୍ରହ୍ମପୁର ସ୍ଥିତ ରାମଲିଙ୍ଗ ପାର୍କ ପରିସରରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ଜନନାୟକ ଶ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମାନ୍ୟବର…
Read Moreଅଭିନୟ ଜଗତ ତରଫରୁ ‘ ବନ୍ଦେ ମାତରମ ‘ ଆୟୋଜିତ ||
ବ୍ରହ୍ମପୁର:(ତୋଫାନ ଗୌଡ଼) ଆଜି ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ସଂସ୍କୃତିଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ” ବନ୍ଦେ ମାତରମ ” ଆୟୋଜିତ ହୋଇଯାରିଛି l ବ୍ରହ୍ମପୁର ମହାନଗର ନିଗମ ଅଧ୍ୟକ୍ଷ ଶ୍ରୀମତୀ ସଂଘମିତ୍ରା ଦଳେଇ…
Read Moreଧାନ କ୍ଷେତରେ ଉଡ଼ିଲା ତ୍ରିରଙ୍ଗା | ଚାଷ ଜମିକୁ ସ୍ୱାଧୀନତା ଦିବସ ପାଳନର ମଞ୍ଚ କଲେ ଚାଷୀ ||
କଟକ(KMP LIVE): ଦେଶପ୍ରେମ କେବଳ ସହରର ରାଜପଥରେ ନୁହେଁ, ମାଟି ଓ ଚାଷ ଜମି ସହ ମଧ୍ୟ ଯେ ଗଭୀର ଭାବେ ଜଡ଼ିତ—ଏହାର ଏକ ନିଆରା ଉଦାହରଣ ଦେଖାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଚାଷୀମାନେ। ଧାନ କ୍ଷେତ ମଝିରେ ଜାତୀୟ ପତାକା ଉତ୍ତୋଳନ କରି ସେମାନେ ପାଳନ କରିଛନ୍ତି ସ୍ୱାଧୀନତା…
Read Moreବାରିପଦାରେ ବୁଲା କୁକୁରଙ୍କ ଆତଙ୍କ ! ସଡ଼କ ଦୁର୍ଘଟଣା ଓ କୁକୁର କାମୁଡ଼ାକୁ ନେଇ ବଢ଼ୁଛି ଚିନ୍ତା — ପୌରସଂସ୍ଥାର ନିଦ ଭାଙ୍ଗିବ କେବେ ?
ବାରିପଦା: ସହରରେ ଏବେ ରାସ୍ତାରେ ଚାଲିବାକୁ ଲୋକେ ଡରୁଛନ୍ତି, ଆଉ ଦୁଇଚକିଆ ଚାଳକଙ୍କ ପାଇଁ ରାସ୍ତାରେ କୁକୁରଙ୍କ ଝୁଣ୍ଡ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି। ସକାଳ ହେଉ କି ରାତି—ଛକ, ବଜାର, ବସଷ୍ଟାଣ୍ଡ, ସ୍କୁଲ, ହସ୍ପିଟାଲ ଓ ଆବାସିକ ଅଞ୍ଚଳରେ ବୁଲା କୁକୁରଙ୍କ ଝୁଣ୍ଡ ଦେଖିବା ଏବେ ନିତିଦିନିଆ ଦୃଶ୍ୟ।ଶିଶୁ,…
Read Moreମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ||
ବାରିପଦା:- ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଦେଶଭକ୍ତି ଓ ଉତ୍ସାହର ପରିବେଶ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ସର୍ବପ୍ରଥମେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ ସ୍ଥିତ ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ…
Read Moreରାଜ୍ୟ ପୋଲିସ ମୁଖ୍ୟାଳୟ: ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ ||
ଭୁବନେଶ୍ବର:- ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ…
Read More୮୦ତମ ସ୍ୱାଧୀନତା ଦିବସର ପ୍ରାକ୍କାଳରେ ବିକାଶରୁ ଦୂର ରେଣ୍ଡୋ ମାଝୀଙ୍କ ଗାଁ ଲୁଭେନଗଡ଼ !
କଳାହାଣ୍ଡି (କବିରାଜ ଦୁର୍ଗା) :- ଦେଶ ଆଜି ୮୦ତମ ସ୍ୱାଧୀନତା ଦିବସ ମହାଆଡମ୍ବର ସହ ପାଳନ କରିସାରିଛି । ସ୍ୱାଧୀନତାର ଏହି ଐତିହାସିକ ଯାତ୍ରାରେ ଅନେକ ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ଦେଶ ଆଜି ବି ସ୍ମରଣ କରୁଛି। ହେଲେ ଦୁଃଖର ବିଷୟ, କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ…
Read More