ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ସଚେତନତା ସାଇକେଲ ଯାତ୍ରା ଓ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ||
ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ଐତିହାସିକ ସାର୍ବଜନୀନ ନିମନ୍ତେ ପୋଲିସ ମାନଙ୍କ ଦ୍ବାରା ସାଇକେଲ ଚଳାଇ ସଚେତନତା କାର୍ଯ୍ୟକ୍ରମ ପରେ ରାଇରଙ୍ଗପୁର ସାପ୍ତାହିକ ହାଟ ବନ୍ଧର ଚତୁର୍ପାସ ରେ ସଫେଇ କରାଯାଇଥିଲା । ଏହା ରାଇରଙ୍ଗପୁର ପାଇଁ ଗୌରବାନ୍ବିତ ଥିଲା କାରଣ ପୋଲି କେବଳ ଶାନ୍ତି…
Read MoreBIG BREAKING:- କଟକରୁ ବାଲେଶ୍ୱର ଯାଉଥିବା ଷଡ଼ଙ୍ଗୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି !
NH 16, ଚଣ୍ଡୀଖୋଲ ନିକଟ କଡେଇ ଛକରେ ଭୟଙ୍କର ବସ୍ ଦୁର୍ଘଟଣା। କଟକରୁ ବାଲେଶ୍ୱର ଯାଉଥିବା ଷଡ଼ଙ୍ଗୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଥିବା ଜଣାପଡ଼ିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ…
Read Moreବଜ୍ରଘାତରେ ଜଣେ ମୃତ, ୪ ଜଣ ଗୁରୁତର ଜଣେ ଆହତ: ରାଇରଙ୍ଗପୁର
ଗଳମୁଣ୍ଡା ଗାଁ ର ବିଲ ରେ ଧାନ ରୁଆ କରି ଘରକୁ ଫେରିବା ବେଳେ ବିଲର ହିଡ ଉପରେ ବଜ୍ରଘାତ କରିବା ଘଟଣା ପରିବାର ବର୍ଗ ଙ୍କୁ ଅସ୍ତବ୍ୟସ୍ତ କରିଛି । ଏପରି ଦୂଖଃଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟି ଗ୍ରାମର ୫ ଜଣ ମହିଳା ଙ୍କ ଉପରେ ବଜ୍ରପାତ ଘଟି ଘଟଣାସ୍ଥଳ ରେ ଜଣେ ମହିଳାଙ୍କ…
Read Moreପ୍ରେରଣାର ନୂଆ ପ୍ରତିବିମ୍ବ : ସ୍ୱପ୍ନର ହିମାଳୟ ଶିଖରରେ ଶିଖା ମାଝୀ…
ସିମିଳିପାଳ ପାଦଦେଶର ନଡ଼ାଛପର ଘରୁ ମେଡିକାଲ କଲେଜ ଯାଏଁ ଜଣେ ଆଦିବାସୀ ଝିଅର ସଂଘର୍ଷ କାହାଣୀ ମୟୂରଭଞ୍ଜ — ଏହି ମାଟିର ପରିଚୟ କେବଳ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ କିମ୍ବା ଇତିହାସ ଭିତରେ ସୀମିତ ନୁହେଁ, ଏହି ମାଟି ଦେଶକୁ ଦେଇଛି ପ୍ରଥମ ନାଗରିକ ମହାମାନ୍ୟା ରାଷ୍ଟ୍ରପତି, ଦେଇଛି ସର୍ବୋଚ୍ଚ ପଦବୀରେ ବସିଥିବା…
Read Moreଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ରୀ ଶିଖା ମାଝୀ,ସହାୟତାର ହାତ ବଢ଼ାଇଲା ଖେଲୱାଲ ଜୁମିଦ ସଂଗଠନ ||
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଆଦିବାସୀ ଝିଅ ଶିଖା ମାଝୀ ସେ କଠିନ ପରିଶ୍ରମ ବଳରେ ସେ ନିଟ୍ (NEET) ପରୀକ୍ଷାରେ କୃତିତ୍ୱ ହାସଲ କରି ଡାକ୍ତରୀ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରି ପାରିଛନ୍ତି। ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଖେରୱାଳ ଜୁମିଦ’ ସଂଗଠନ ପକ୍ଷରୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା…
Read Moreପ୍ରିୟ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା : ମୋରଡା
ନିଜର ପ୍ରିୟ ଶିକ୍ଷକଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ଛାତ୍ରଛାତ୍ରୀ। ଶିକ୍ଷକଙ୍କୁ ଛାଡ଼ିବାକୁ ନାରାଜ ହୋଇ କାନ୍ଦି କାନ୍ଦି ବିଦ୍ୟାଳୟ ପରିସରକୁ ଭାବବିହ୍ୱଳ କରିଦେଇଥିଲେ ଛାତ୍ରଛାତ୍ରୀ। ଏପରିକି ଜଣେ ଛାତ୍ରୀ କାନ୍ଦି କାନ୍ଦି ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି। ଏଭଳି…
Read Moreଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଆରମ୍ଭ : ମୟୂରଭଞ୍ଜ
ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳନ ଉପଲକ୍ଷେ ‘ଖେଳିବ ଭାରତ, ଜିତିବ ଭାରତ’ ବିଷୟବସ୍ତୁକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନଙ୍କ ମିଳିତ ଆନୁକୂଲ୍ୟରେ ବାରିପଦା ଇଣ୍ଡୋର୍ ଷ୍ଟାଡିୟମ୍ରେ ଲେଭେଲ୍ ୩.୦ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଏବଂ ଆନ୍ତଃବିଭାଗୀୟ…
Read Moreଚାରି ଗୃହିଣୀଙ୍କ ଶାଢ଼ୀ ପ୍ରଦର୍ଶନୀ, ଅନନ୍ୟ ପ୍ରୟାସ : ବାରିପଦା
ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବୁଢୀଖମାରୀର ଚାରି ଗୃହିଣୀ ମିଶି ଏକ ଶାଢ଼ୀ ପ୍ରଦର୍ଶନୀର ଆୟୋଜନ କରିଛନ୍ତି I ଆଗାମୀ ପାର୍ବଣ ଋତୁକୁ ଆଖିଆଗରେ ରଖି ସ୍ଥାନୀୟ ଅଂଚଳର ଚାରି ଗୃହିଣୀ ଦେବଦାସୀ ମଣ୍ଡଳ, ଶ୍ଵେତା ମହାନ୍ତି, ଦିବ୍ୟାଭାରତୀ ସାହୁ ଓ ଅନୁପମା ବେହେରା ମିଶି “ସଖୀ କଲେକ୍ସନ” ନାମରେ…
Read Moreଆଜିଠାରୁ ମିଳିବ ସୁଭଦ୍ରା ଟଙ୍କା ? ଏକା ସାଙ୍ଗରେ ମିଳିବ ୫ଟି ଯାକ ବାକି ଥିବା କିସ୍ତି ||
ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧,୦୩,୨୬,୧୬୨ (୧.୦୩ କୋଟିରୁ ଅଧିକ) ମହିଳା ଉପକୃତ ହେବେ। ସୂଚନା ଅନୁଯାୟୀ, ଏହି ୫ମ କିସ୍ତି ପାଇଁ ରାଜ୍ୟ ସରକାର ମୋଟ…
Read MoreBIG BREAKING:-ନିଖୋଜ “କୁଳସୁମ” ସୁରକ୍ଷିତ, ପିତାଙ୍କ ସହିତ ଫୋନ ଯୋଗେ ହେଲା ଯୋଗାଯୋଗ !
ସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା କୁଲସୁମ_ନିଗାର, ଆଜି ଏବେ ଏବେ ନିଜ ପରିବାର ସହିତ ସମ୍ପର୍କ ସ୍ଥାପନ କରିଛନ୍ତି | ସେ ସୁରକ୍ଷିତ ଥିବା ସୂଚନା ତାଙ୍କ ପିତା ଫକୀରା ଭାଇ ଜଣାଇଛନ୍ତି ! ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର କୁଲସୁମ ନିଖୋଜ ଥିଲେ…
Read More