ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା, ମାଡି ଆସୁଛି ପ୍ରଳୟଙ୍କାରୀ ଆଶଙ୍କା !
ଶିମିଳିପାଳର ଉପରମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ, ବୁଢାବଳଙ୍ଗ ନଦୀ ସମେତ ଅନ୍ୟ ନଦୀ ଗୁଡିକ ଉଗ୍ରରୂପ ନେଉଛି, ତତ୍ସାହିତ ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା…
Read Moreଏବେ ଛାଡିବନି ବର୍ଷା ! ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଲଗାଣ ବର୍ଷା, ସେପ୍ଟେମ୍ବରରେ ପୁଣି ଲଘୁଚାପ…
ଭୁବନେଶ୍ବର: ପାଣିପାଗ ବିଭାଗର ଆକଳନ ଅନୁସାରେ,୨୪ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ନୂଆ ଆକଳନରେ ସୂଚନା ଦିଆଯାଇଛି କି ଯେ,ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୧…
Read Moreସ୍ଥାୟୀ ଆଡିବନ୍ଧ ନିର୍ମାଣ ଓ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର: ମୟୂରଭଞ୍ଜ
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଦେଇ ପ୍ରବାହିତ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ବାରମ୍ବାର ବନ୍ୟା ଯୋଗୁଁ ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ଗଙ୍ଗାହାର ନଦୀ କୂଳରେ ନିର୍ମିତ ଭେଡ଼ିବନ୍ଧର ନିମ୍ନମାନର କାର୍ଯ୍ୟ ହେତୁ ବାରମ୍ବାର ଘାଇ ସୃଷ୍ଟି ହୋଇ ମାନଗୋବିନ୍ଦପୁର, ଶାଳଗାଁ, ଚନ୍ଦନପୁର ଓ ମାଣତ୍ରୀ…
Read Moreତାଣ୍ଡବ ରଚିବ ସୁବର୍ଣ୍ଣରେଖା : ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା
ଭୁବନେଶ୍ୱର (KML): ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୁଧବାର ବିଳମ୍ବିତ ରାତି ସୁଦ୍ଧା ଏଠାରେ ଜଳସ୍ତର ସର୍ବୋଚ୍ଚ ସ୍ତର ୧୧.୪ ରୁ ୧୧.୬ ମିଟର ଛୁଇଁବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲ୍ଲୀପ ରାଉତ ସୂଚନା…
Read Moreଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ: ବୈଶିଙ୍ଗା, ମୟୂରଭଞ୍ଜ ||
ବିଗତ କିଛି ଦିନରୁ ଲଗାଣ ବର୍ଷା ମୟୂରଭଞ୍ଜ ପାଇଁ କାଳ ସାଜିଛି । ପ୍ରବଳ ବର୍ଷାରେ ଓଦା ହୋଇ ଦୁର୍ବଳ ପଡ଼ିଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ହେଲେ ବୈଶିଙ୍ଗା ଥାନା ଅଧୀନ ଭୁଡୁରୁବଣି ଗ୍ରାମର ତେପନ (୫୩) ବର୍ଷିୟା ଭଗବାନ ଓଝାଙ୍କ ସ୍ତ୍ରୀ ଶୈଳ ଓଝା। ପ୍ରାପ୍ତ ସୂଚନା…
Read Moreକୁସୁମୀ ବ୍ଲକ ଛଣୁଆ ଗାଁରେ କାନ୍ଥ ପଡ଼ି ସ୍ତ୍ରୀ ମୃତ ସ୍ବାମୀ ଗୁରୁତର !
ରାଇରଙ୍ଗପୁର :- ଲଗାଣ ବର୍ଷାରେ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକ ପଞ୍ଚାୟତ ଗୁଡିକର କେତେକ ଗାଁ ଗୁଡିକରେ ଅଧାଧିକ କ୍ଷୟ କ୍ଷତି ଘଟିଛି। ରିଲିଫ କାର୍ଯ୍ଯ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡିଛି । ତେବେ କୁସୁମୀ ବ୍ଲକରେ ପ୍ରାୟ ୧୦୫ ଘର ଭଙ୍ଗାରୁଜା ହୋଇଥିବା ସୂଚନା…
Read Moreବାମନଘାଟୀ ଉପଖଣ୍ଡ ବିଭିନ୍ନ ବ୍ଲକ ରେ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ସହ ଗମନାଗମନ ବାଧାପ୍ରାପ୍ତ !
ରାଇରଙ୍ଗପୁର (KMP) :- 18/8/ ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଭିନ୍ନ ବ୍ଲକ ପଞ୍ଚାୟତ ରେ ବ୍ଯାପକ କ୍ଷୟକ୍ଷତି ଘଟିଛି । ବିଶେଷ ଭାବରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ପ୍ରଭାବିତ ଲୋକଙ୍କ ପ୍ରଶାସନ ପକ୍ଷରୁ ଉଦ୍ଧାର ପରେ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ତଇଥାନ ମଧ୍ଯ…
Read Moreବନ୍ୟା ପ୍ରଭାବିତଙ୍କ ପାଇଁ ୧,୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ||
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧,୦୦୦ କୋଟି ଟଙ୍କାର ୧୦-ଦଫା ସ୍ୱତନ୍ତ୍ର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ…
Read Moreବନ୍ୟା ବିଭୀଷିକାରେ ରାଜକନିକା, ପାଣି ଘେରରେ ଜୀବନ, ଚାଷ ଉଜୁଡ଼ିଲା ଜୀବିକା ହରାଇଲେ ନଦୀକୂଳିଆ ଲୋକ ||
ରାଜକନିକା: ବନ୍ୟା ବିଭୀଷିକା ଏବେ ରାଜକନିକା ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ପ୍ରାୟ ଏକ ମାସ ଧରି ତଳିଆ ଅଞ୍ଚଳର ଲୋକେ ପାଣି ଘେରରେ ରହି ଦୁର୍ଦ୍ଦଶା ଭୋଗୁଥିବା ବେଳେ କାହାର ଚାଷ ଉଜୁଡ଼ି ଯାଇଛି, କାହାର ଘରବାଡ଼ି ପାଣିରେ ବୁଡ଼ିଛି। ଆଉ ଅନେକ ପରିବାର ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ…
Read Moreମୟୂରଭଞ୍ଜରେ ବନ୍ୟା ପରିଚାଳନାର ଉଚ୍ଚସ୍ତରୀୟ ସମୀକ୍ଷା, ବନ୍ୟା ପ୍ରଭାବିତ ଅଞ୍ଚଳର ବ୍ୟବସ୍ଥା ସୁଦୃଢ଼ କରିବାକୁ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ ||
ବାରିପଦା : ନିକଟରେ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି, କ୍ଷୟକ୍ଷତି, ଉଦ୍ଧାର, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ…
Read More