କଲେଜ ହଷ୍ଟେଲ ଥାଳିରେ ମିଳିବନି ପୁରୀ-ବରା ଆଳୁଚପ : ଉଚ୍ଚଶିକ୍ଷା ବିଭାଗ, ଓଡିଶା ||
କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ଆଉ ମିଳିବନି ପୁରୀ-ବରା ଆଳୁଚପ। ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସଜାଗ ହୋଇଛି ଉଚ୍ଚଶିକ୍ଷା ବିଭାଗ। ରନ୍ଧନ ତେଲର ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲଗୁଡ଼ିକୁ ପରାମର୍ଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ରାଜ୍ୟର ସମସ୍ତ ସରକାରୀ ଓ…
Read More‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି:ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ।
‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆଦିଲ୍ଲୀରେ ହୋଇଥିବା ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଆସନ୍ତା ଅଗଷ୍ଟ ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ…
Read Moreବିଜେଡି ସଂଖ୍ୟାଲଘୁ ସେଲ୍ର ନବକଳେବର; ସେଲ୍ର ସଭାପତି ଭାବେ ନିଜାମୁଦ୍ଦିନଙ୍କ ନାମ ଘୋଷଣା ||
ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସେଲ୍ର ନବକଳେବର କରିଛନ୍ତି। ରାଜ୍ୟସ୍ତରୀୟ ସଂଖ୍ୟାଲଘୁ ସେଲ୍କୁ ପୁନର୍ଗଠନ କରାଯିବା ସହ ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ ନେତା ତଥା ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ଏସ୍.କେ. ନିଜାମୁଦ୍ଦିନଙ୍କୁ ରାଜ୍ୟ…
Read Moreମୟୂରଭଞ୍ଜରେ “ଦି କମନ୍ସ ଟାଇମ୍ସ”ର ସମ୍ପାଦକ ମଣ୍ଡଳୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବାରିପଦା: ଓଡ଼ିଶାର ପ୍ରମୁଖ ଇଂରାଜୀ ଖବରକାଗଜ “ଦି କମନ୍ସ ଟାଇମ୍ସ” (The Commons Time) ର ମୁଖ୍ୟ ସମ୍ପାଦକ ଏବଂ ତାଙ୍କ ସମ୍ପାଦକ ମଣ୍ଡଳୀଙ୍କୁ ଗତକାଲି ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ KMP LIVE ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦେଶର ୧୮ଟି ରାଜ୍ୟ ପରିଭ୍ରମଣ…
Read Moreପ୍ରଶ୍ନ ଘେରରେ ସରକାରଙ୍କ ମାନବିକତା : ରାଜରାସ୍ତାରେ ଡିଗ୍ରୀଧାରୀ ଆଶାୟୀ ଶିକ୍ଷକ !!
ରାଜନେତା ଓ ଗୋଟିଏ ସରକାର ର ଅସଲ ପରିଚୟ ରାଜରାସ୍ତା ରୁ ମିଳେ। ସେପଟେ ସରକାରୀ ସ୍କୁଲରେ ୧ ଲକ୍ଷ ରୁ ଅଧିକ ଶିକ୍ଷକ ପଦବୀ ଖାଲି ଏପଟେ ୨ ବର୍ଷ ବିତିଗଲା ମୋହନ ସରକାର ଗୋଟିଏ ବି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାର କଲେ ନାହିଁ (ଯାହା କରିଛନ୍ତି ତାହା ବିଜେଡି ସମୟର) । ସରକାରୀ ସ୍କୁଲରେ…
Read Moreରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି, ପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ବ ‘ଆମ ବସ୍’ କ୍ଷତିଗ୍ରସ୍ତ !
ଭୁବନେଶ୍ୱର, ବୁଧବାର: ଅନଲାଇନ୍ ଚାଳକଙ୍କ ଆନ୍ଦୋଳନକୁ ନେଇ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍ଜି ଅଞ୍ଚଳରେ ବୁଧବାର ଉତ୍ତେଜନା ସୃଷ୍ଟି ହୋଇଛି। ଆନ୍ଦୋଳନର ତୃତୀୟ ଦିନରେ ଓଲା, ଉବେର, ରାପିଡୋ ସମେତ ବିଭିନ୍ନ ଆପ୍ଭିତ୍ତିକ ଅଟୋ, ବାଇକ୍ ଓ କ୍ୟାବ୍ ଚାଳକ ଲୋୟର ପିଏମ୍ଜିରେ ଏକାଠି ହୋଇଥିଲେ। ଚାଳକଙ୍କ ସଂଖ୍ୟା…
Read Moreବନ୍ୟା ପ୍ରଭାବିତଙ୍କ ପାଇଁ ୧,୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ||
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧,୦୦୦ କୋଟି ଟଙ୍କାର ୧୦-ଦଫା ସ୍ୱତନ୍ତ୍ର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ…
Read Moreରାଜ୍ୟ ପୋଲିସ ମୁଖ୍ୟାଳୟ: ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ ||
ଭୁବନେଶ୍ବର:- ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ…
Read More