‘GenZ’ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପିର ରଣନୀତି: ନିତିନ ନବୀନଙ୍କ ନୂଆ ଟିମ୍ ଗଠନ !!
ନିତିନ ନବୀନଙ୍କ ନେତୃତ୍ଵ ରେ BJP ଏକ ନୂଆ ଟିମ୍ ଗଠନ କରିଛି | ନୂଆ ଟିମ୍ ର ମୂଳ ଲକ୍ଷ୍ୟ, GenZ ଙ୍କ ସହ ସମ୍ପର୍କ ମଜଭୁତ କରିବା | ଏଥିପାଇଁ ଦଳ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ଓ ବିନୋଦ ତାୱଡେ ଏହି ଟିମ୍ରେ…
Read Moreସାମାନ୍ୟ ବଚସାରୁ ବଡ଼ ଭାଇଙ୍କୁ ହତ୍ୟା : କଳାହାଣ୍ଡିରେ ଚାଞ୍ଚଲ୍ୟ
କଳାହାଣ୍ଡିରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ହତ୍ୟା ଅଭିଯୋଗ । ବଳରାମପୁର ଅଞ୍ଚଳରେ ମଦ୍ୟପାନ ପରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସାନ ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ । ଘଟଣାରେ ୪୫ ବର୍ଷୀୟ କୁଳମଣି ସବରଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ସାନ ଭାଇ ୪୨…
Read Moreଦାରିଦ୍ରତା କୌଣସି ଜାତି, ଧର୍ମ କିମ୍ବା ବର୍ଗ ଦେଖି ଆସେନାହିଁ : ଛାତ୍ରଛାତ୍ରୀଙ୍କୁ ସମାନ ଅବସର ମିଳିବା ଉଚିତ
ଶିକ୍ଷାରେ ସମାନତା: କେବଳ ବର୍ଗ ନୁହେଁ, ମେଧା ଓ ଆର୍ଥିକ ଆବଶ୍ୟକତା ହେଉ ମାପଦଣ୍ଡ SC/ST ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଓ ବିଦେଶୀ ସ୍କୋଲାରସିପ୍ ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ଏବଂ ସାମାଜିକ ନ୍ୟାୟ ଦିଗରେ ଏକ ଦୃଢ଼ ପଦକ୍ଷେପ। ଓଡ଼ିଶା ସରକାର SC/ST ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ…
Read Moreପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଅଭିନବ ପ୍ରୟାଶ ||
ପାରଳାଖେମୁଣ୍ଡି, ୧୮ ଅଗଷ୍ଟ :ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସରଜାଳ ଗାଁରେ ଚାଷୀମାନଙ୍କ ସହ ମିଶି ଜମିରେ ହଳ ଚଳାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ। ଗାଁ ଗସ୍ତ ସମୟରେ ସେ ଚାଷୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି କୃଷି ଓ ଜୀବିକା ସମ୍ପର୍କିତ ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ପରେ…
Read Moreଗାଁ ସ୍କୁଲରୁ ଦିଲ୍ଲୀ ଯାଏଁ ସଂଘର୍ଷ, ଆଉ ଏକ ଆଦର୍ଶର ନିଷ୍ଠୁର ପରିଣାମ: ସରକାରୀ ଶିକ୍ଷା ପାଇଁ ଲଢ଼େଇ ଭିତରେ ବାପାଙ୍କୁ ହରାଇଲେ ପୁଅ !
ନୂଆଦିଲ୍ଲୀ/ବଙ୍ଗଳା: ସରକାରୀ ରେକର୍ଡରେ ରାସ୍ତା ତିଆରି ହୋଇଛି, କିନ୍ତୁ ବାସ୍ତବରେ ଗାଁ ଶେଷ ମାଇଲ ଯାଏଁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ରିକ୍ସା, ଚାଲି ଚାଲି, ଟ୍ରକ୍ ଏବଂ ଶେଷରେ ଟ୍ରେନ୍ର ଦୀର୍ଘ ଯାତ୍ରା କରି ଦିଲ୍ଲୀର ଯନ୍ତର ମନ୍ତରରେ ଅଧିକାର ଦାବି କରିବାକୁ ପହଞ୍ଚିଥିଲେ ଜଣେ ସାଧାରଣ ଗ୍ରାମୀଣ…
Read Moreବନ୍ଦ କୋଠରୀରେ ନୁହେଁ, ସ୍ୱଚ୍ଛତାର ସହ ହେଉ ନିଷ୍ପତ୍ତି | ନିମାପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ଅସନ୍ତୋଷ, ଅଧିକାରୀଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ !
ନିମାପଡ଼ା ଏନ୍ଏସି କୌଣସି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବ୍ୟକ୍ତିଗତ ସଂସ୍ଥା ନୁହେଁ; ଏହା ଜନସାଧାରଣଙ୍କ ସଂସ୍ଥା। ତେଣୁ ଏନ୍ଏସିର ବିକାଶମୂଳକ କାର୍ଯ୍ୟ ହେଉ କିମ୍ବା ପ୍ରଶାସନିକ ନିଷ୍ପତ୍ତି—ପ୍ରତ୍ୟେକ କ୍ଷେତ୍ରରେ ନିୟମ ଓ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ଆବଶ୍ୟକ। ନିର୍ବାଚିତ କାଉନସିଲର ଓ ଅଧ୍ୟକ୍ଷାଙ୍କୁ ଅବଗତ…
Read Moreବ୍ରହ୍ମପୁରରେ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ ପାଳିତ ହେଲା
ବ୍ରହ୍ମପୁର (ତୋଫାନ ଗୌଡ଼): ଆଜି ଏ ପବିତ୍ର ଅଖଣ୍ଡ ଭାରତ ଦିବସ ଅବସରରେ ଆମ ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ର ସମସ୍ତ ପରିବାର ଖୋଡାସିଙ୍ଗି ସ୍ଥିତ ସମ୍ରାଟ ମହାବିଦ୍ୟାଳୟ ରେ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଅତି ଭବ୍ୟ ସମାରୋହରେ ସମ୍ରାଟ କଲେଜ ଆନୁକୂଲ୍ୟରେ ପାଳିତ ହୋଇଯାଇଛି l ଏଥିରେ ବିଶ୍ବହିନ୍ଦୁ ପରିଷଦର…
Read Moreବନ୍ଦେ ମାତରମ୍କୁ ନେଇ କଂଗ୍ରେସର ଆଚରଣ ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିକାତ୍ମକ ବିକ୍ଷୋଭ ||
ବ୍ରହ୍ମପୁର (ତୋଫାନ ଗୌଡ଼) : ପବିତ୍ର ୮୦ତମ’ ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ଦଳ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ କୁ ଅପମାନ କରିଛି । ଏହି ପ୍ରସଙ୍ଗକୁ ନିନ୍ଦାକରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିକାତ୍ମକ “ବିକ୍ଷୋଭ ପ୍ରଦର୍ଶନ”…
Read Moreରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପରେ ମୟୁରଭଞ୍ଜ ଦଳ |
ବାରିପଦା : ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଥିବା ୫୨ତମ କନିଷ୍ଠ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ଉଭୟ ପୁରୁଷ ଓ ମହିଳା ଦଳ ଭୁବନେଶ୍ୱର ଗସ୍ତ କରିଛି I ପୁରୁଷ ଦଳରେ ଲିପୁନ ଦାସ, ଲକ୍ଷ୍ମୀଧର ବାଗ, ଗୌତମ ଗୋଛାୟତ, ଓମ ପଣ୍ଡିତ, ସୋନେଶ୍ୱର ଦଳେଇ, ସୁପ୍ରଭାତ…
Read More