ବାଲିଯାତ୍ରାରେ ବନ୍ଦ ହେବ ବିପଦପୂର୍ଣ୍ଣ: ଦୋଳିମୀନା ବଜାର ଆସୋସିଏସନର କଡ଼ା ନିଷ୍ପତ୍ତି ||
କଟକ: ଚଳିତ ବର୍ଷ ବାଲିଯାତ୍ରାରେ ଦର୍ଶକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ବିପଦପୂର୍ଣ୍ଣ ତଥା ଅସୁରକ୍ଷିତ ଦୋଳି ଚାଲିବାକୁ ଦିଆଯିବ ନାହିଁ। ଏନେଇ ମୀନା ବଜାର ଆସୋସିଏସନ ପକ୍ଷରୁ କଡ଼ା ନିଷ୍ପତ୍ତି ନିଆଯାଇଛି।ଦୋଳିଗୁଡ଼ିକର ସୁରକ୍ଷା ଯାଞ୍ଚ, ମାନଦଣ୍ଡ ପାଳନ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ…
Read More୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ : ଜଣେ ଗିରଫ, କୋର୍ଟ ଚାଲାଣ କଲା ଖାରବେଳ ନଗର ଥାନା ପୋଲିସ
ଟ୍ରେଡିଂ କମ୍ପାନୀରେ ଟଙ୍କା ନିବେଶ କଲେ ପ୍ରତିମାସ ୧୦ ପ୍ରତିଶତ ଲାଭ ମିଳିବାର ପ୍ରଲୋଭନ ଦେଖାଇ ପ୍ରାୟ ୨ କୋଟି ୨୧ ଲକ୍ଷ ଟଙ୍କା ନିବେଶ କରାଇବା ଓ ଠକେଇ ଅଭିଯୋଗରେ ଖାରବେଳ ନଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ମୃତି ରଞ୍ଜନ ବେହେରା,…
Read Moreଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ରୀ ଶିଖା ମାଝୀ,ସହାୟତାର ହାତ ବଢ଼ାଇଲା ଖେଲୱାଲ ଜୁମିଦ ସଂଗଠନ ||
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଆଦିବାସୀ ଝିଅ ଶିଖା ମାଝୀ ସେ କଠିନ ପରିଶ୍ରମ ବଳରେ ସେ ନିଟ୍ (NEET) ପରୀକ୍ଷାରେ କୃତିତ୍ୱ ହାସଲ କରି ଡାକ୍ତରୀ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରି ପାରିଛନ୍ତି। ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଖେରୱାଳ ଜୁମିଦ’ ସଂଗଠନ ପକ୍ଷରୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା…
Read Moreଉପକୂଳ ସୁରକ୍ଷା ପାଇଁ ଆସିବ ‘ARISE’ ପ୍ରକଳ୍ପ,ଉପକୂଳ କ୍ଷୟ ରୋକିବା ସହ ବ୍ଲୁ ଇକୋନୋମିକୁ ଗୁରୁତ୍ୱ ||
ଓଡ଼ିଶାର ଉପକୂଳ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଉପକୂଳବାସୀଙ୍କ ଜୀବିକା ସୁରକ୍ଷା ପାଇଁ ପ୍ରସ୍ତାବିତ ‘ARISE’ ପ୍ରକଳ୍ପ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। Asian…
Read Moreପ୍ରିୟ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା : ମୋରଡା
ନିଜର ପ୍ରିୟ ଶିକ୍ଷକଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ଛାତ୍ରଛାତ୍ରୀ। ଶିକ୍ଷକଙ୍କୁ ଛାଡ଼ିବାକୁ ନାରାଜ ହୋଇ କାନ୍ଦି କାନ୍ଦି ବିଦ୍ୟାଳୟ ପରିସରକୁ ଭାବବିହ୍ୱଳ କରିଦେଇଥିଲେ ଛାତ୍ରଛାତ୍ରୀ। ଏପରିକି ଜଣେ ଛାତ୍ରୀ କାନ୍ଦି କାନ୍ଦି ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି। ଏଭଳି…
Read More41ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ଚତୁର୍ଥ ଦିନରେ ସଚେତନତା କାର୍ଯ୍ୟକ୍ରମ: ବ୍ରହ୍ମପୁର
ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷ୍ୟରୁ 41ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ଚତୁର୍ଥ ଦିବସରେ ପୁରୁଣା ବ୍ରହ୍ମପୁରର ମେଣ୍ଟୁ ଛକରେ ସଚେତନତା ପଦଯାତ୍ରା ଓ ପଥପ୍ରାନ୍ତ ସଭା କରାଯାଇଛି I ଆଜିର କାର୍ଯ୍ୟକ୍ରମର ଅଧ୍ୟକ୍ଷ କେ.ନାନ୍ଦେଶୁ ସେନାପତି, ବକ୍ତବ୍ୟ ରଖି କହିଥିଲେ ଯେ ଭାରତରେ କରିନିଆ ଜନିତ ସମ୍ପୂର୍ଣ୍ଣ ବା…
Read Moreଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଶୋକସଭା ||
ବରିଷ୍ଠ ସାମ୍ବାଦିକ. କଣ୍ଠଶିଳ୍ପୀ. ତଥା ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭ୍ୟ. ନବକିଶୋର ମହାପାତ୍ର (ମୁନ୍ନା )ଙ୍କ ଅକାଳ ବିୟୋଗ ରେ କାର୍ଯ୍ୟକାରୀ ସଭାପତି. ଶ୍ରୀ ବିଚିତ୍ରନନ୍ଦ ବେଵାର୍ତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠାନ ର କାର୍ଯ୍ୟାଳୟ ଠାରେ ଶୋକସଭା ପାଳନ କରାଯାଇଥିଲା.. ସମ୍ପାଦକ ଶ୍ରୀ ରମେଶ…
Read Moreଗଞ୍ଜାମର ୯ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ହିତାଦିକାରୀଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ଟଙ୍କା: ସୁଭଦ୍ରା
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ଯୋଡ଼ିଛି ସୁଭଦ୍ରା ଯୋଜନା। ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ…
Read Moreପୋଲିସ ଭବନରେ ଡିଜିପି ଓ ଆଇଜିପିଙ୍କୁ ନେଇ ବଡ଼ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା
ଡିଜିପିଓ ଆଇଜିପି_ସମ୍ମିଳନୀ ପୋଲିସ ଭବନରେ ଡିଜିପି ଓ ଆଇଜିପିଙ୍କୁ ନେଇ ବଡ଼ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ରାଜ୍ୟର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ ବୈଠକ ମୁଖ୍ୟ ଶାସନ ସଚିବ, ଗୃହ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ…
Read More୪୮ ନଂ ରାଜ୍ୟ ଉପରେ ବେଆଇନ ଭାବେ ଲୁହାଛଡ଼ ବୋଝେଇ ଏକ ଟ୍ରଲର : ରାଜପଥ ଜାମ୍
ବାଘମାରି-କଣ୍ଟିଲୋ ୪୮ ନଂ ରାଜ୍ୟ ରାଜପଥର ସିମୋର ନିକଟରେ ରାଜପଥ ଉପରେ ବେଆଇନ ଭାବେ ଲୁହାଛଡ଼ ବୋଝେଇ ଏକ ଟ୍ରଲର ରଖାଯାଇଥିବା ଅଭିଯୋଗ ହୋଇଛି। ଟ୍ରଲରଟି ରାସ୍ତା ଉପରେ ରହିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା…
Read More