ଡିଜିପି: ସୁରକ୍ଷିତ, ସଶକ୍ତ ଓ ଆଧୁନିକ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ ପଦକ୍ଷେପ | ଓଡିଶା ରାଜ୍ୟ ପୋଲିସ ମୁଖ୍ୟାଳୟ ||
ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର ଏବଂ ପୋଲିସର ଆଧୁନିକୀକରଣ କ୍ଷେତ୍ରରେ ଓଡ଼ିଶା ପୋଲିସ ଅନେକ…
Read Moreହାତୀ ଉପଦ୍ରବରେ ୬ ପରିବାରର ଘର ଭାଙ୍ଗିଲା ଘଟଣାସ୍ଥଳରେ ମନ୍ତ୍ରୀ |କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସହାୟତା ଓ ନୂତନ ବାସଗୃହ ପାଇଁ ନିର୍ଦ୍ଦେଶ ||
ରାସଗୋବିନ୍ଦପୁର: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ଦେବଶୋଳ ପଞ୍ଚାୟତର ଅନ୍ଧାରି ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ୬ଟି ପରିବାରର ଘର ଭାଙ୍ଗିଯାଇଥିବା ଘଟଣା ଚିନ୍ତାର କାରଣ ପାଲଟିଛି। ଘଟଣା ସମ୍ପର୍କରେ ଖବର ପାଇ ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ (ଗୃହ ଓ ନଗର ଉନ୍ନୟନ ଏବଂ ସରକାରୀ…
Read Moreବାରବାଟୀ ଦୁର୍ଗରେ ଦେଶାତ୍ମବୋଧକ ବ୍ୟାଣ୍ଡ ପରିବେଷଣ |
କଟକ: କଟକର ଐତିହାସିକ ବାରବାଟୀ ଦୁର୍ଗ ପରିସରରେ ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ ପ୍ରଶିକ୍ଷଣ କେନ୍ଦ୍ରର ଯବାନମାନଙ୍କ ପକ୍ଷରୁ ଦେଶାତ୍ମବୋଧକ ବ୍ୟାଣ୍ଡ ପରିବେଷଣ କରାଯାଇଛି। ଦେଶପ୍ରେମର ଭାବନାରେ ଭରପୂର ଏହି ବ୍ୟାଣ୍ଡ ପରିବେଷଣ ବାରବାଟୀ ଦୁର୍ଗ ପରିସରରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା।ସିଆଇଏସ୍ଏଫ୍…
Read Moreନୂଆ ରାସ୍ତା ଧସି ୩ ଟ୍ରକ୍ ଓଲଟିଲା, ନିମ୍ନମାନର କାମ ନେଇ ଅଭିଯୋଗ !
କେନ୍ଦ୍ରାପଡ଼ା ଜିଲ୍ଲା NH-53 ଅନ୍ତର୍ଗତ ନିଳାଞ୍ଚଳ ବଜାର ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଘଟିଛି ବଡ଼ ଅଘଟଣ। ନିକଟରେ ନିର୍ମାଣ ହୋଇଥିବା ରାସ୍ତାର ଏକ ଅଂଶ ହଠାତ୍ ଧସିଯିବାରୁ ତିନୋଟି ଟ୍ରକ୍ ଓଲଟିପଡ଼ିଥିବା ଜଣାପଡ଼ିଛି। ଘଟଣା ସମୟରେ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ରାସ୍ତା ଧସିଯିବା ପରେ…
Read Moreକେନ୍ଦୁଝର ପୋଲିସ୍ ଦ୍ୱାରା ଆୟୋଜିତ ‘ମୋବାଇଲ୍ ମେଳା’
” ପବିତ୍ର ‘୮୦ତମ ସ୍ଵାଧୀନତା ଦିବସ’ ଅବସରରେ କେନ୍ଦୁଝର ପୋଲିସ୍ ଦ୍ୱାରା ଆୟୋଜିତ ‘ମୋବାଇଲ୍ ମେଳା’ରେ କେନ୍ଦୁଝରର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଡି.ଏଫ.ଓ ଙ୍କ ସହ ଯୋଗଦେଇ ୨୦୦ଟି ହଜିଯାଇଥିବା ଏବଂ ଚୋରି ହୋଇଥିବା ମୋବାଇଲ୍ ଫୋନ୍କୁ ସେଗୁଡ଼ିକର ପ୍ରକୃତ…
Read Moreଗଞ୍ଜାମରେ ୮୦ତମ ସ୍ୱାଧୀନତା ଦିବସ ସମାରୋହ: ଛାତ୍ରଛାତ୍ରୀଙ୍କ ଦେଶପ୍ରେମଭିତ୍ତିକ ପ୍ରଦର୍ଶନ ମନମୁଗ୍ଧକର
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୋଲିସ୍ ପଡ଼ିଆଠାରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ସମାରୋହ ଉତ୍ସବମୁଖର ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ରାଷ୍ଟ୍ରଭାବନାଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ…
Read Moreଜଳେଶ୍ୱରରେ ବନ୍ୟା ପରିସ୍ଥିତି ! ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କୁଳ !
ଜଳେଶ୍ୱରରେ ବନ୍ୟା ପରିସ୍ଥିତି ଏବେ ବି ଚିନ୍ତାର ବିଷୟ। ସୁବର୍ଣ୍ଣରେଖା ନଦୀ ରାଜଘାଟଠାରେ ବିପଦ ସଙ୍କେତ (୧୦.୩୬ ମିଟର) ଟପି ପ୍ରାୟ ୧୦.୪୫ ମିଟରରେ ପ୍ରବାହିତ ହେଉଛି ଏବଂ ଉପରମୁଣ୍ଡରୁ ଜଳ ଆସୁଥିବାରୁ ଉଠୁଛି। ଜଳକା ନଦୀର ଜଳସ୍ତର ଧିରେ ଧିରେ କମୁଛି, ମାତ୍ର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର…
Read Moreକଳାହାଣ୍ଡିରେ ଉତ୍ସାହ ଓ ଉଦ୍ଦୀପନାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ |ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ୍ର (କବିରାଜ ଦୁର୍ଗା)ଭବାନୀପାଟଣା, ୧୫/୮: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ଶନିବାର ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା…
Read Moreମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ-୬ଛତିକୁଡ଼ା ଛକରେ ଖାଲଖମାରେ ହନ୍ତସନ୍ତ ଯାତ୍ରୀ ଓ ବ୍ୟବସାୟୀ, ତୁରନ୍ତ ମରାମତି ଦାବି
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ୍ର(କବିରାଜ ଦୁର୍ଗା)ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଛତିକୁଡ଼ା ଛକ ଦେଇ ଯାଇଥିବା ରାଜ୍ୟ ରାଜପଥ-୬ର ଦୁରବସ୍ଥା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ଧୂଳି ଓ କାଦୁଅ ଯୋଗୁଁ…
Read More୮୦ତମ ସ୍ୱାଧୀନତା ଦିବସ ଅବସରରେ ମୟୂରଭଞ୍ଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ସୌଜନ୍ୟରୁ ଏବଂ ଭାରତୀୟ ରେଡକ୍ରସ ସଂସ୍ଥା (ଜିଲ୍ଲା ଶାଖା, ମୟୂରଭଞ୍ଜ) ଆନୁକୂଲ୍ୟରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଯୋଗଦେଇ ରକ୍ତଦାନ କରି ମାନବସେବାର ମହାନ…
Read More