ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା ! ଓଡିଆ ଅସ୍ମିତା ପ୍ରତି ସମ୍ମାନ ରହୁ: ପୂଜ୍ୟ ପୂଜା ସମିତି ||
ବ୍ରହ୍ମପୁର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା ଘଟଣାକୁ ନେଇ ପୂଜ୍ୟ ପୂଜା ସମିତି ତୀବ୍ର ନିନ୍ଦା କରିଛି। ବ୍ରହ୍ମପୁର ସରକାରୀ ଆଇଟିଆଇ କେନ୍ଦ୍ର ସମ୍ମୁଖରେ ସ୍ଥାପିତ ବିଜୁ ବାବୁଙ୍କ ଅନନ୍ୟ ଧାତୁ ଶିଳ୍ପ ପ୍ରତିମୂର୍ତ୍ତିରେ ଲାଗିଥିବା…
Read Moreଭୋଟର ସଚେତନତା ଶିବିର ଅନୁଷ୍ଠିତ। SIR ପ୍ରକ୍ରିୟା ନବୀକରଣ !
ରାଇରଙ୍ଗପୁର : ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବ୍ଲକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇତି ମଧ୍ୟରେ ଇଲେକ୍ଟ୍ରୋରାଲ ଲିଟେରାସି କ୍ଲବ୍ ପକ୍ଷରୁ ଭୋଟର, ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଗୋରୁମହିଷାଣି ଓ ତିରିଂ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read Moreବଡଡାଳିମା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ||
ତିରିଙ୍ଗ ୧୬/୮( KMP ) :- ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡଡାଳିମା ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ମ୍ବରୁଦ୍ଧର ସାମନ୍ତରାୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରି…
Read Moreଭାଇରାଲ ଭିଡିଓ ପାଇଁ, ମୟୂରଭଞ୍ଜ ପୋଲିସ ASI ଭୀମସେନ ମଲ୍ଲିକ ନିଲମ୍ବିତ !!
ମୋରଡା : ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗ ଫାଣ୍ଡି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅନିୟମିତତା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନରେ ଥିବା ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ସୂଚନା…
Read Moreଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ: ବୈଶିଙ୍ଗା, ମୟୂରଭଞ୍ଜ ||
ବିଗତ କିଛି ଦିନରୁ ଲଗାଣ ବର୍ଷା ମୟୂରଭଞ୍ଜ ପାଇଁ କାଳ ସାଜିଛି । ପ୍ରବଳ ବର୍ଷାରେ ଓଦା ହୋଇ ଦୁର୍ବଳ ପଡ଼ିଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ହେଲେ ବୈଶିଙ୍ଗା ଥାନା ଅଧୀନ ଭୁଡୁରୁବଣି ଗ୍ରାମର ତେପନ (୫୩) ବର୍ଷିୟା ଭଗବାନ ଓଝାଙ୍କ ସ୍ତ୍ରୀ ଶୈଳ ଓଝା। ପ୍ରାପ୍ତ ସୂଚନା…
Read Moreକୁସୁମୀ ବ୍ଲକ ଛଣୁଆ ଗାଁରେ କାନ୍ଥ ପଡ଼ି ସ୍ତ୍ରୀ ମୃତ ସ୍ବାମୀ ଗୁରୁତର !
ରାଇରଙ୍ଗପୁର :- ଲଗାଣ ବର୍ଷାରେ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକ ପଞ୍ଚାୟତ ଗୁଡିକର କେତେକ ଗାଁ ଗୁଡିକରେ ଅଧାଧିକ କ୍ଷୟ କ୍ଷତି ଘଟିଛି। ରିଲିଫ କାର୍ଯ୍ଯ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡିଛି । ତେବେ କୁସୁମୀ ବ୍ଲକରେ ପ୍ରାୟ ୧୦୫ ଘର ଭଙ୍ଗାରୁଜା ହୋଇଥିବା ସୂଚନା…
Read Moreବାମନଘାଟୀ ଉପଖଣ୍ଡ ବିଭିନ୍ନ ବ୍ଲକ ରେ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ସହ ଗମନାଗମନ ବାଧାପ୍ରାପ୍ତ !
ରାଇରଙ୍ଗପୁର (KMP) :- 18/8/ ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଭିନ୍ନ ବ୍ଲକ ପଞ୍ଚାୟତ ରେ ବ୍ଯାପକ କ୍ଷୟକ୍ଷତି ଘଟିଛି । ବିଶେଷ ଭାବରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ପ୍ରଭାବିତ ଲୋକଙ୍କ ପ୍ରଶାସନ ପକ୍ଷରୁ ଉଦ୍ଧାର ପରେ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ତଇଥାନ ମଧ୍ଯ…
Read Moreକଣ୍ଟାବଣୀ ଗ୍ରାମରେ ମେଲେରିଆରେ ୧୩ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି ?
ରାଇରଙ୍ଗପୁର (ଦୀପକ କୁମାର ବେହେରା ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅନ୍ତର୍ଗତ ରେ ପାଗ ପରିବର୍ତ୍ତନ ଯୋଗୁଁ ଏବେ ଲୋକ ମାନଙ୍କୁ ବିଭିନ୍ନ ରୋଗ ବ୍ଯାପିବା ସହ ମାରାତ୍ମକ ରୋଗ ମ୍ଯାଲେରିଆ ଆକ୍ରାନ୍ତ ରେ ଲୋକେ ଶିକାର ହେଉଥିବା ନଜରକୁ ଆସିଛି । ତେବେ ଏହି ମେଲେରିଆରେ ଆକ୍ରାନ୍ତ ରେ ଜଣେ…
Read Moreଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରମୁଖଙ୍କୁ ଭେଟିଲେ ଭଞ୍ଜସେନା ପ୍ରତିଷ୍ଠାତା ||
ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରମୁଖଙ୍କୁ ଭେଟି ଜିଲ୍ଲାର ୫୧୨୩ ଟି ଅଙ୍ଗନୱାଡି ଠାରୁ ଦ୍ଵାଦଶ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥାରେ ସମସ୍ତ ଛାତ୍ରଛାତ୍ରୀ…
Read MoreପIଟରା ସମାଜ, ମୟୁରଭଞ୍ଜର କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ ||
ବାରିପଦା :- ପIଟରା ସମାଜ, ମୟୁରଭଞ୍ଜ ର କାର୍ଯ୍ୟକାରୀ କମିଟିର ପ୍ରଥମ ସଭା ୩ନଂ ୱାର୍ଡ ସ୍ଥିତ ୟୁନିଭାର୍ସଲ ଏଜୁକେସନ ପୋଏଣ୍ଟ, ମାଇନିଙ୍ଗ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି I ସ୍ୱାଧୀନତା ଦିବସରେ ଏହି କାର୍ଯ୍ୟକାରୀ ସଭାରେ ମୟୁରଭଞ୍ଜର ବରପୁତ୍ର ମାନଙ୍କର ସ୍ମୃତିଚାରଣ କରାଯାଇଥିଲା I ୧୮୮୨ ମସିହାରେ ଆନନ୍ଦ…
Read More