କବି ତଥା ବରିଷ୍ଠ ସାମ୍ବାଦିକ କାର୍ତ୍ତିକେଶ୍ୱର ନନ୍ଦଙ୍କୁ ଜାତୀୟ ପୁରସ୍କାର !
ବରିଷ୍ଠ ସାମ୍ବାଦିକ ତଥା ପ୍ରତିଷ୍ଠିତ କବି କାର୍ତ୍ତିକେଶ୍ୱର ନନ୍ଦଙ୍କୁ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘India Individual Literature Excellence Award-2026’ରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ, ଜୟଦେବ ଭବନଠାରେ ହ୍ୟାପି ମୁମେଣ୍ଟ ଇଣ୍ଡିଆ…
Read Moreଶୋଲେ ସିନେମା Style ରେ ଆତ୍ମହତ୍ୟା ଧମକ ଦେଲେ ଯୁବକ: ଦେବଗଡ
ନିଜ ପ୍ରେମିକା କୁ ପାଇବା ଲାଳସା ରେ, ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି । ମୋବାଇଲ ଟାୱାର ଉପରେ ଥିବା ଯୁବକ ହେଉଛନ୍ତି ନୁଭୁ ନାୟକ(୨୪)। ସେ ମୋବାଇଲ ଟାୱାର ଶିର୍ଷରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି…
Read Moreସୁନ୍ଦରିଆ ଶାଢୀ ପ୍ଯାକେଟ୍ ଭିତରେ ଗଞ୍ଜେଇ, Online ପାର୍ସଲ ଜରିଆରେ ଗଞ୍ଜେଇ ଚାଲାଣ:ବଲାଙ୍ଗୀର
ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ Onlineରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ି ବସିଲା ବଲାଙ୍ଗୀର ପୋଲିସ । କୋରିଆର ସର୍ଭିସ ଜରିଆରେ ଦିଲ୍ଲୀ, ଗଜିଆବାଦ ପରି ଅନେକ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ସୁନ୍ଦରିଆ ଶାଢୀ ପ୍ଯାକେଟ୍ ତିଆରି କରି ପାର୍ସଲରେ ଗଞ୍ଜେଇ ଚାଲାଣ କରାଯାଉଥିଲା । ବଲାଙ୍ଗିର ଏସପି ଅଭିଳାଷ…
Read Moreକଳାହାଣ୍ଡିରେ ‘ସେବା ସଂକଳ୍ପ ଅଭିଯାନ’ର ଜିଲ୍ଲାସ୍ତରୀୟ କର୍ମଶାଳା : ୧୭ ରୁ ୧୭ !!
ଭବାନୀପାଟଣା: ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ର ଜିଲ୍ଲାସ୍ତରୀୟ କର୍ମଶାଳା ଭବାନୀପାଟଣାସ୍ଥିତ ହୋଟେଲ ଅମରାପାଳି କ୍ଲାସିକ୍ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ…
Read Moreକଲମରେ ବନ ମହୋତ୍ସବ,ଗଛ ଲଗାଇ ପରିବେଶ ସୁରକ୍ଷାର ଶପଥ ନେଲେ ଛାତ୍ରଛାତ୍ରୀ:ଭବାନୀପାଟଣା
ଉତ୍ତର କଳାହାଣ୍ଡି ବନ ବିଭାଗ ଓ କଲମ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଲମଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମର୍ଥନ ଏବଂ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମା କେ…
Read Moreଡାକ୍ତରଖାନାରୁ ଫେରାର କଏଦୀ ଗିରଫ,୫ ଦିନ ପରେ ଧରିବାରେ ସଫଳ ହେଲା ପୁଲିସ୍ : ସୁନ୍ଦରଗଡ
ଡାକ୍ତରଖାନାରୁ ଫେରାର କଏଦୀ ଗିରଫ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ୨୫ ତାରିଖ ରାତିରେ ଫେରାର ହୋଇଯାଇଥିବା ବିଚାରାଧୀନ କଏଦୀ ଟେକଚାନ୍ଦ ବେହେରା (୨୪) ଙ୍କୁ ୫ ଦିନ ପରେ ପୁଲିସ୍ ଧରିବାରେ ସଫଳ ହୋଇଛି । ସେ ଗାଁ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ । ଟେକଚାନ୍ଦ ପତ୍ନୀଙ୍କ ସହ ଉକ୍ତ ଜଙ୍ଗଲରେ ଲୁଚି ରହିଥିଲେ ।…
Read Moreବିକାଶ ନାଁରେ ମାଳମାଳ ଯୋଜନା, ତଥାପି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ: ଥୁଆମୁଳ, ରାମପୁର !!
କଳାହାଣ୍ଡି ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳବାସୀ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ବିକାଶ ନାଁରେ ବିଭିନ୍ନ ଯୋଜନା ଘୋଷଣା ହେଉଥିଲେ ମଧ୍ୟ ଥୁଆମୁଳ ରାମପୁର ବ୍ଲକର ଅନେକ ଦୁର୍ଗମ ଗାଁରେ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଯୋଗାଯୋଗ ଭଳି ମୌଳିକ ସୁବିଧା ଏବେବି ଅପହଞ୍ଚ…
Read Moreବିକାଶ ଉଇସଡମ୍ ପାର୍କରେ ‘ଭିକନ୍ ଆଇକ୍ୟୁ-୨୦୨୬’: ପ୍ରଦର୍ଶିତ ହେଲା ୧୦୦ରୁ ଊର୍ଦ୍ଧ୍ୱ ବିଜ୍ଞାନ ପ୍ରକଳ୍ପ ||
ଭବାନୀପାଟଣାସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ବାର୍ଷିକ ବିଜ୍ଞାନ ମେଳା ‘ଭିକନ୍ ଆଇକ୍ୟୁ-୨୦୨୬’ ଶନିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ପରିକଳ୍ପନାକୁ ପ୍ରୋତ୍ସାହନ ଦେବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ,…
Read More୪୮ ନଂ ରାଜ୍ୟ ଉପରେ ବେଆଇନ ଭାବେ ଲୁହାଛଡ଼ ବୋଝେଇ ଏକ ଟ୍ରଲର : ରାଜପଥ ଜାମ୍
ବାଘମାରି-କଣ୍ଟିଲୋ ୪୮ ନଂ ରାଜ୍ୟ ରାଜପଥର ସିମୋର ନିକଟରେ ରାଜପଥ ଉପରେ ବେଆଇନ ଭାବେ ଲୁହାଛଡ଼ ବୋଝେଇ ଏକ ଟ୍ରଲର ରଖାଯାଇଥିବା ଅଭିଯୋଗ ହୋଇଛି। ଟ୍ରଲରଟି ରାସ୍ତା ଉପରେ ରହିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା…
Read Moreକଳାହାଣ୍ଡିର ୪,୦୮,୫୭୧ ହିତାଧିକାରୀଙ୍କୁ ₹୫,୦୦୦ ଲେଖାଏଁ ଡିବିଟି ମାଧ୍ୟମରେ ପ୍ରଦାନ: ସୁଭଦ୍ରା
ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା ଅନ୍ତର୍ଗତ ପଞ୍ଚମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ ଶୁକ୍ରବାର ଭବାନୀପାଟଣା ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଭଦ୍ରା ଯୋଜନାର ଗୁରୁତ୍ୱ ଓ ମହିଳା…
Read More