L&T କମ୍ପାନି ବିରୋଧରେ ସଙ୍ଗିନ ଅଭିଯୋଗ: ରାଇରଙ୍ଗପୁର !!
ରାୟରଙ୍ଗପୁର ବୃହତ ଜଳ ଯୋଗାଣ ପ୍ରକଳ୍ପରେ ଦୀର୍ଘ ବର୍ଷ ଧରି ଜଣେ କୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ନରେଶ ଚନ୍ଦ୍ର ଗିରି। ନରେଶଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନି ତାଙ୍କୁ ୮ ଘଣ୍ଟାର ମଜୁରି ବା ଦରମା ଦେଇ ଦୈନିକ ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଉଥିଲା। ଏପରିକି ତାଙ୍କୁ ଇପିଏଫ୍, ଇଏସଆଇ ଓ ଦରମା ରସିଦ…
Read Moreକାଠଗଡ଼ାରେ DGP ଚୟନ, ଆଜି ବି ହୋଇପାରିଲାନି ସୁପ୍ରିମକୋର୍ଟରେ ଶୁଣାଣି !
ଓଡ଼ିଶା ପୁଲିସ ଡିଜି ନିଯୁକ୍ତିକୁ ନେଇ ଆଇନଗତ ଲଢ଼େଇ ଏବେ ଆହୁରି ଲମ୍ବା ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ୟ୍ୟ କାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚରେ ଏହି ମାମଲାର ଶୁଣାଣି ହେବାକୁ ଥିଲା। କିନ୍ତୁ ପିଟିସନର୍ ପକ୍ଷରୁ ରିଜଏଣ୍ଡର୍ ଦାଖଲ ହୋଇଥିବାରୁ କୋର୍ଟ ଏହାକୁ ଅଧ୍ୟୟନ କରିବା ପାଇଁ…
Read Moreବାରିପଦା ସହରରେ ୩ଟି ପାନୀୟଜଳ କିଓସ୍କ ଉଦ୍ଘାଟିତ । ଶୀଘ୍ର ୨୪x୭ ବିଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୱାଟକୋର ଜେନେରାଲ ମ୍ୟାନେଜରଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ||
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଲୋକାର୍ପଣ କଲେ ୩ଟି ପାନୀୟଜଳ କିଓସ୍କ | ଏହି ପାନୀୟଜଳ କିଓସ୍କଗୁଡ଼ିକ ବସ୍ଷ୍ଟାଣ୍ଡ ନିକଟ, ମା’ ଅମ୍ବିକା ପମ୍ପ ହାଉସ୍ ପରିସର ଏବଂ ଝୁବୁଲୀ ବନ୍ଦ ନିକଟରେ ସ୍ଥାପିତ ହୋଇଛି…
Read MoreJRC କାଉନସେଲରମାନଙ୍କ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ବୈଠକ,ସଂଯୋଜକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ : ବାରିପଦା
ଇଣ୍ଡିଆନ ରେଡ କ୍ରସ ସୋସାଇଟି,ଓଡିଶା ଶାଖା ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ଏକ ଦିବସୀୟ ଜୁନିୟର ରେଡ୍ କ୍ରସ୍ କାଉନସେଲରମାନଙ୍କୁ ନେଇ ଏକ ବୈଠକ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛିI ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read Moreଲଗାଣ ବର୍ଷାରେ ମାଟି କାନ୍ଥ ଘର ଭୁଶୁଡି ମହିଳା ମୃତ : ରାଇରଙ୍ଗପୁର
ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ମାତକମଡ଼ିହି ଗାଁରେ ଘଟିଛି ଅଘଟଣ। ଲଗାଣ ବର୍ଷାରେ ମାଟିକାନ୍ଥ ଘର ଭୁଶୁଡି ପଡିବା ଫଳରେ ଘର ଭିତରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ବଡ଼ଭୁଣ୍ଡୁ ଗ୍ରାମର ସିନଗୋ ମୁର୍ମୁ (୪୯) ସେ ଦୀର୍ଘଦିନ ଧରି ମାତକମଡ଼ିହି ଗାଁରେ ଥିବା ନିଜ ବାପଘରେ…
Read Moreରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ୬୬ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ● ଲଘୁଚାପ ବର୍ଷା ଯୋଗୁଁ ପ୍ଯାରେଡ ପ୍ରଦର୍ଶନ ପ୍ରତିଯୋଗିତା ବାତିଲ !
ରାଇରଙ୍ଗପୁର ପୌରପରିଷଦ ପରିସରରେ ଆଜି ୬୬ତମ ନିଖିଳ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପୌର କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସହରର ବିକାଶ ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଂକଳ୍ପ ନିଆଯାଇଥିଲା। ପରେ ପରେ ସହରର ବିଭିନ୍ନ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି…
Read Moreମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା, ମାଡି ଆସୁଛି ପ୍ରଳୟଙ୍କାରୀ ଆଶଙ୍କା !
ଶିମିଳିପାଳର ଉପରମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ, ବୁଢାବଳଙ୍ଗ ନଦୀ ସମେତ ଅନ୍ୟ ନଦୀ ଗୁଡିକ ଉଗ୍ରରୂପ ନେଉଛି, ତତ୍ସାହିତ ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା…
Read More୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ , ନଗଦ ୭,୨୯,୨୦୦ ଟଙ୍କା ଜବତ : କେନ୍ଦୁଝର
୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଜିଲା…
Read Moreଚାକିରିର ଶେଷ ଦିନରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ : ବାରିପଦା
ଅବସର ଦିନରୁ ହିଁ ପେନସନ୍ ପ୍ରଦାନ କରି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳ ପ୍ରଶାସନର ଏକ ଉଦାହରଣ ସୃଷ୍ଟି କରିଛି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ। ଆଜି ୩୧ ଅଗଷ୍ଟ ୨୦୨୬, ଚାକିରିର ଶେଷ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜଙ୍କ କାର୍ଯ୍ୟାଳୟରେ ଅବସରଗ୍ରହଣ…
Read Moreଜାତୀୟ କ୍ରୀଡ଼ା ଦିବସ ଅବସରରେ ବାରିପଦାରେ ସାଇକ୍ଲୋଥନ୍ ଆୟୋଜିତ: ବାରିପଦା
ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ସହିତ ଯୁବପିଢ଼ିଙ୍କୁ କ୍ରୀଡ଼ା ଓ ଫିଟନେସ୍ ପ୍ରତି ଅଧିକ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବାରିପଦାରେ ଏକ ସାଇକ୍ଲୋଥନ୍ ଆୟୋଜିତ ହୋଇଥିଲା । ବାରିପଦା ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ଏହି…
Read More