ଫାଇନାନ୍ସ କମ୍ପାନୀ ଖୋଲି, ଗ୍ରହକଙ୍କୁ ନାଟକ ଦେଖାଉଥିବା ଠକ ଗିରଫ: ଝାରସୁଗୁଡ଼ା
ଫାଇନାନ୍ସ କମ୍ପାନୀ ଖୋଲି ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରିବା ପରେ ତାହା ଲୁଟ୍ ହୋଇଯାଇଥିବାର ମିଛ ନାଟକ କରିଥିବା ଏକ ଗୋଷ୍ଠୀର ପର୍ଦ୍ଦାଫାସ କରିଛି ଝାରସୁଗୁଡ଼ା ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମାଟି ତଳେ ପୋତା ଯାଇଥିବା ୪ ଲକ୍ଷ ୮୯ ହଜାର ଟଙ୍କା ଜବତ…
Read Moreସ୍ତ୍ରୀକୁ ପୁଣି ଫେରି ପାଇବା ଲାଳଶା ରେ ଯୁବକଙ୍କୁ ବଳି : ତନ୍ତ୍ର ସାଧନା ର ବିକଟାଳ ରୂପ !
ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ନିକଟରେ ବୁଧବାର ରାତିରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ତୁଷୁରା ଥାନା ଅଧୀନ ଟେପ୍ରାମୁଣ୍ଡା ଗାଁର ସନ୍ତୋଷ ଖରସେଲ (୪୦)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡଗଣ୍ଡି ଅଲଗା କରି ଫିଙ୍ଗି ଦିଆଯାଇଛି। ପୁଲିସର…
Read Moreମରାମତି ନାଁରେ ବିଭ୍ରାଟ: ଲଗାଣ ବର୍ଷା କାଳରେ ରାସ୍ତା ଉପରେ ମାଟି ପକାଇ ସ୍ଥିତି କଲେ ସଙ୍ଗିନ୍ !!
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ଷଣ୍ଢପଥର ସ୍ଥିତ ୫୩ ନମ୍ବର ଜାତୀୟ ରାଜପଥ ରୁ ଦୋରୋବାହାଲ ପଡ଼ା ଦେଇ ଛେମୁଣ୍ଡା କୁ ଯାଇଥିବା ମୁଖ୍ୟ ରାସ୍ତାରେ ମାଟି ପକାଇ ପୂର୍ବ ସ୍ଥିତି କୁ ସଙ୍ଗିନ୍ କରିଥିବା ଅଭିଯୋଗ । ଖରାପ ଥିବା ଏହି ରାସ୍ତା ଉପରେ ପଞ୍ଚାୟତ ୱାର୍ଡ ସଭ୍ୟଙ୍କ ଦ୍ୱାରା ଅପରିକଳ୍ପିତ ଭାବେ…
Read Moreଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପୁଣି ଲଗାଣ ବର୍ଷାର ଆଶଙ୍କା ! ୨୩ରୁ ୨୫ ପ୍ରବଳ ବର୍ଷା ସମ୍ଭାବନା !
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ, ଆଜି ଠାରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ଏବଂ ଲଗାଣ ବର୍ଷା ହୋଇପାରେ। କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ ଓ ନବରଙ୍ଗପୁରର ଗୋଟିଏ-ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୩ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବା…
Read Moreସାମାନ୍ୟ ବଚସାରୁ ବଡ଼ ଭାଇଙ୍କୁ ହତ୍ୟା : କଳାହାଣ୍ଡିରେ ଚାଞ୍ଚଲ୍ୟ
କଳାହାଣ୍ଡିରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ହତ୍ୟା ଅଭିଯୋଗ । ବଳରାମପୁର ଅଞ୍ଚଳରେ ମଦ୍ୟପାନ ପରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସାନ ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ । ଘଟଣାରେ ୪୫ ବର୍ଷୀୟ କୁଳମଣି ସବରଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ସାନ ଭାଇ ୪୨…
Read Moreନର୍ଲା ବିଧାୟିକାଙ୍କ ବିରୋଧରେ ସତ୍ୟପାଠ ମାମଲା: ହାଇକୋର୍ଟର ଦ୍ୱାରସ୍ଥ ହେଲେ ବିଜେପି ପ୍ରାର୍ଥୀ !!
୨୦୨୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ମନୋରମା ମହାନ୍ତି ବିଜୟୀ ହୋଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଭକ୍ତଚରଣ ଦାସଙ୍କୁ ୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ତେବେ ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠକୁ…
Read Moreକଳାହାଣ୍ଡି ମହିଳା କ୍ରିକେଟ୍ ଦଳର ସାନଭି ପ୍ରଜ୍ଞା,ବାରବାଟୀ ଦେଖାଇବେ କାମାଲ !!
ଭବାନୀପାଟଣା: ଗ୍ରାମାଞ୍ଚଳରୁ ବାହାରି କ୍ରିକେଟ୍ ପଡ଼ିଆରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖପରାମାଲ ଗ୍ରାମର ଉଦୀୟମାନ ମହିଳା କ୍ରିକେଟର୍ ସାନଭି ପ୍ରଜ୍ଞା ରାଉତ। ମୋହିତ ରାଉତ ଓ ରଶ୍ମିରେଖା ରାଉତଙ୍କ ସୁପୁତ୍ରୀ ସାନଭିଙ୍କୁ ୧୫ ବର୍ଷରୁ କମ୍ କଳାହାଣ୍ଡି ଜିଲ୍ଲା ମହିଳା…
Read Moreଓଡିଆ ସଙ୍ଗୀତ ଜଗତର ପିତାମହ ‘ପ୍ରଣବ ପଟ୍ଟନାୟକ’ ଆଉ ନାହାନ୍ତି : KMP LIVEର ବିନମ୍ର ଶ୍ରଦ୍ଧାଞ୍ଜଳି।
ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରେ ଖେଳିଗଲା ଶୋକର ଛାୟା। ଲିଭିଗଲା ଆଉ ଏକ ସୁରିଲା ଅଧ୍ୟାୟ। ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର ପ୍ରଣବ ପଟ୍ଟନାୟକ ଆଉ ନାହାନ୍ତି। ୮୮ ବର୍ଷ ବୟସରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ସେ ଶେଷ ନିଶ୍ୱାସ…
Read More୫ ବର୍ଷ ହେଲା ଅନ୍ଧାରରେ ୫୩ ଆଦିବାସୀ ପରିବାର: କର୍କାମସ୍କା ଗାଁ, ଲାଞ୍ଜିଗଡ଼ ||
କଳାହାଣ୍ଡି ଜିଲ୍ଲାର ଏକ ଆଦିବାସୀ ଗାଁ, ନାମ କର୍କାମସ୍କା | ଉକ୍ତ ଗାଁ ଟି ଆଜିର GenZ ପ୍ରାଧାନ୍ଯ ଯୁଗରେ, ମୌଳିକ ସୁବିଧା ଠାରୁ ସାତ କୋଷ ଦୂରରେ। ବିଦ୍ୟୁତ୍, ପାନୀୟ ଜଳ, ଶିକ୍ଷା, ଯାତାୟାତ ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ଲାଞ୍ଜିଗଡ଼ ବ୍ଲକ…
Read Moreସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” ଅନୁଷ୍ଠିତ : ରରୁଆଁ, ମୟୂରଭଞ୍ଜ
ସରକାରୀ ଉଚ୍ଚ ବିଦ୍ୟାଳୟ, ରରୁଆଁରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିମନ୍ତେ ତ୍ରି-ଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” ଅନୁଷ୍ଠିତ ହୋଇଯାଇଛି | ଏଥିରେ ରରୁଆଁ ବ୍ଲକର ୪୮ ଜଣ ପ୍ରାଥମିକ ବିଦ୍ୟାଳୟ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ…
Read More