୫ ବର୍ଷ ହେଲା ଅନ୍ଧାରରେ ୫୩ ଆଦିବାସୀ ପରିବାର: କର୍କାମସ୍କା ଗାଁ, ଲାଞ୍ଜିଗଡ଼ ||
କଳାହାଣ୍ଡି ଜିଲ୍ଲାର ଏକ ଆଦିବାସୀ ଗାଁ, ନାମ କର୍କାମସ୍କା | ଉକ୍ତ ଗାଁ ଟି ଆଜିର GenZ ପ୍ରାଧାନ୍ଯ ଯୁଗରେ, ମୌଳିକ ସୁବିଧା ଠାରୁ ସାତ କୋଷ ଦୂରରେ। ବିଦ୍ୟୁତ୍, ପାନୀୟ ଜଳ, ଶିକ୍ଷା, ଯାତାୟାତ ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ଲାଞ୍ଜିଗଡ଼ ବ୍ଲକ…
Read Moreତାଣ୍ଡବ ରଚିବ ସୁବର୍ଣ୍ଣରେଖା : ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା
ଭୁବନେଶ୍ୱର (KML): ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୁଧବାର ବିଳମ୍ବିତ ରାତି ସୁଦ୍ଧା ଏଠାରେ ଜଳସ୍ତର ସର୍ବୋଚ୍ଚ ସ୍ତର ୧୧.୪ ରୁ ୧୧.୬ ମିଟର ଛୁଇଁବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲ୍ଲୀପ ରାଉତ ସୂଚନା…
Read Moreରାଜ୍ୟ ପୋଲିସ ମୁଖ୍ୟାଳୟ ସମେତ ୩୫ ପୋଲିସ ଜିଲ୍ଲାରେ ନିଶାମୁକ୍ତି ଶପଥ ପାଠ ||
କଟକ: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ସମେତ ରାଜ୍ୟର ୩୫ଟି ପୋଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ…
Read Moreବନ୍ୟା ବିଭୀଷିକାରେ ରାଜକନିକା, ପାଣି ଘେରରେ ଜୀବନ, ଚାଷ ଉଜୁଡ଼ିଲା ଜୀବିକା ହରାଇଲେ ନଦୀକୂଳିଆ ଲୋକ ||
ରାଜକନିକା: ବନ୍ୟା ବିଭୀଷିକା ଏବେ ରାଜକନିକା ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ପ୍ରାୟ ଏକ ମାସ ଧରି ତଳିଆ ଅଞ୍ଚଳର ଲୋକେ ପାଣି ଘେରରେ ରହି ଦୁର୍ଦ୍ଦଶା ଭୋଗୁଥିବା ବେଳେ କାହାର ଚାଷ ଉଜୁଡ଼ି ଯାଇଛି, କାହାର ଘରବାଡ଼ି ପାଣିରେ ବୁଡ଼ିଛି। ଆଉ ଅନେକ ପରିବାର ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ…
Read More