ବିକାଶ ନାଁରେ ମାଳମାଳ ଯୋଜନା, ତଥାପି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ: ଥୁଆମୁଳ, ରାମପୁର !!
କଳାହାଣ୍ଡି ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳବାସୀ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ବିକାଶ ନାଁରେ ବିଭିନ୍ନ ଯୋଜନା ଘୋଷଣା ହେଉଥିଲେ ମଧ୍ୟ ଥୁଆମୁଳ ରାମପୁର ବ୍ଲକର ଅନେକ ଦୁର୍ଗମ ଗାଁରେ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଯୋଗାଯୋଗ ଭଳି ମୌଳିକ ସୁବିଧା ଏବେବି ଅପହଞ୍ଚ…
Read Moreତିଜିମାଳି ଖଣି ଖନନକୁ ବିରୋଧ: ଆନ୍ଦୋଳନକାରୀଙ୍କୁ ଯଜ୍ଞସ୍ଥଳରୁ ଉଠାଇ ନେଲା ପୋଲିସ
ତିଜିମାଳି ପାହାଡ଼ରେ ପ୍ରସ୍ତାବିତ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଜାରି ରହିଥିବା ବେଳେ, ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଅଭିଯୋଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ…
Read Moreଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ, ଭାବବିହ୍ୱଳ ହେଲା ପରିବେଶ
ଭବାନୀପାଟଣା ଅଟଙ୍ଗଗୁଡ଼ାସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ଏକ ନିଆରା ଓ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ କ୍ୟାମ୍ପରେ ଉପସ୍ଥିତ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ।ଦେଶର ଆଭ୍ୟନ୍ତରୀଣ…
Read Moreପାହାଡ଼ରୁ ଖସିଲା ଅତଡ଼ା,ରାସ୍ତା ଅବରୋଧ ! ଯାତାୟାତ ସୁଗମ କଲେ ଗ୍ରାମବାସୀ: କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ପାଡେପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଡ଼ସିଲ ଗ୍ରାମରୁ ତଳ ହାଡ଼ସିଲ ପୋଡ଼ାକୁ ଯାଇଥିବା ରାସ୍ତା ଉପରେ ଲଗାଣ ବର୍ଷା କାରଣ ବଶତଃ ପାହାଡ଼ରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା ଅବରୋଧ। ଯାତାୟାତ ଠପ୍ ହୋଇପଡ଼ିବା ପରେ ପ୍ରଶାସନର ସହାୟତାକୁ ଅପେକ୍ଷା ନକରି ନିଜେ ରାସ୍ତା ସଫା କରିବାରେ…
Read Moreସ୍ଵାଧୀନତାର ୮୦ବର୍ଷ ପରେ ମଧ୍ୟ, ଗାଁ କୁ ଆମ୍ବୁଲାନ୍ସ ପହଞ୍ଚିବା ସାତ ସପନ : କଳାହାଣ୍ଡି ଜିଲ୍ଲା
କଳାହାଣ୍ଡି ଜିଲ୍ଲା ଡହଗାଁ ପଞ୍ଚାୟତ ଅନ୍ତର୍ଗତ ସରସମାଲ ନୂଆବନ୍ଧପଡାକୁ ଯିବା ରାସ୍ତା ଦୀର୍ଘଦିନ ଧରି ଅବ୍ୟବସ୍ଥିତ ହୋଇପଡ଼ିଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଚାରିଚକିଆ ଯାନ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଫଳରେ ଜରୁରୀ ସମୟରେ ରୋଗୀଙ୍କୁ ଖଟିଆରେ ବୋହି…
Read More