ସ୍ଥାୟୀ ଆଡିବନ୍ଧ ନିର୍ମାଣ ଓ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର: ମୟୂରଭଞ୍ଜ
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଦେଇ ପ୍ରବାହିତ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ବାରମ୍ବାର ବନ୍ୟା ଯୋଗୁଁ ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ଗଙ୍ଗାହାର ନଦୀ କୂଳରେ ନିର୍ମିତ ଭେଡ଼ିବନ୍ଧର ନିମ୍ନମାନର କାର୍ଯ୍ୟ ହେତୁ ବାରମ୍ବାର ଘାଇ ସୃଷ୍ଟି ହୋଇ ମାନଗୋବିନ୍ଦପୁର, ଶାଳଗାଁ, ଚନ୍ଦନପୁର ଓ ମାଣତ୍ରୀ…
Read Moreଶୁସିଲସେଠୀ (ସିପୁ) ଙ୍କ ଦଶାହ କାର୍ଯ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଅଛି |
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡ଼ି ଉପ-ସଭାପତି ଶୁସିଲସେଠୀ (ସିପୁ) ଙ୍କ ଦଶାହ କାର୍ଯ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଅଛି | ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ, ଉପସ୍ଥିତ ଅଛନ୍ତି ସିପୁର ମା ଅନୀତା ସେଠୀ ଏବଂ ରାଜ୍ୟ ବିଜେଡ଼ି ବରିଷ୍ଟ ସାଧାରଣ ସମ୍ପାଦକ ତଥା ପୂର୍ବତନ…
Read Moreଗଞ୍ଜାମ ଗସ୍ତରେ ଆସୁଛନ୍ତି ବିଧାନସଭାର ଗୃହ କମିଟି || ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ସ୍ଥିତି ଅନୁଧ୍ୟାନ ||
ବ୍ରହ୍ମପୁର/ଛତ୍ରପୁର: ଓଡ଼ିଶା ବିଧାନସଭାର ଗୃହ କମିଟି (ଉପସ୍ଥାପନ) ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ ସେଗୁଡ଼ିକର ସ୍ଥିତି ଓ…
Read Moreଗଞ୍ଜାମରେ ୧୨ ସେପ୍ଟେମ୍ବରରେ ତୃତୀୟ ଜାତୀୟ ଲୋକ ଅଦାଲତ
ବ୍ରହ୍ମପୁର, ତା ୧୯/୦୮/୨୬: ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଆସନ୍ତା ୧୨ ସେପ୍ଟେମ୍ବର ୨୦୨୬ରେ ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ‘ତୃତୀୟ ଜାତୀୟ ଲୋକ ଅଦାଲତ’ ଅନୁଷ୍ଠିତ ହେବ। ଏହି ଲୋକ…
Read Moreଭୋଟର ସଚେତନତା ଶିବିର ଅନୁଷ୍ଠିତ। SIR ପ୍ରକ୍ରିୟା ନବୀକରଣ !
ରାଇରଙ୍ଗପୁର : ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବ୍ଲକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇତି ମଧ୍ୟରେ ଇଲେକ୍ଟ୍ରୋରାଲ ଲିଟେରାସି କ୍ଲବ୍ ପକ୍ଷରୁ ଭୋଟର, ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଗୋରୁମହିଷାଣି ଓ ତିରିଂ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read Moreକଳାହାଣ୍ଡି ଜିଲ୍ଲା: ୪,୩୧୮.୬୫ କୋଟି ଟଙ୍କାର ବାର୍ଷିକ ଖସଡ଼ା ସର୍ବସମ୍ମତିକ୍ରମେ ଅନୁମୋଦିତ !
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାର ଚଳିତ ଆର୍ଥିକ ବର୍ଷର ପ୍ରଥମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର…
Read Moreହାତୀ ଭୟରେ, ବିଦ୍ୟୁତ୍ ବିଚ୍ଛିନ୍ନ ଅନ୍ଧାରରେ ଗ୍ରାମବାସୀ, ଠପ୍ ପଡ଼ିଛି ପାନୀୟ ଜଳ ଯୋଗାଣ !
କଳାହାଣ୍ଡି: ଗୋଟିଏ ପଟେ ହାତୀ ଆତଙ୍କ, ଅନ୍ୟପଟେ ବିଦ୍ୟୁତ୍ ବିଚ୍ଛିନ୍ନ ଯୋଗୁଁ ଅନ୍ଧାର ଓ ପାନୀୟ ଜଳ ସଙ୍କଟ। ଏଭଳି ଦୁଇମୁହାଁ ସମସ୍ୟାରେ ଦିନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ କାଠଜାଣିପଦର ଗ୍ରାମବାସୀ।ସୂଚନା ଅନୁଯାୟୀ, ଜଙ୍ଗଲ ନିକଟରେ ଥିବାରୁ କାଠଜାଣିପଦର…
Read Moreବଡଡାଳିମା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ||
ତିରିଙ୍ଗ ୧୬/୮( KMP ) :- ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡଡାଳିମା ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ମ୍ବରୁଦ୍ଧର ସାମନ୍ତରାୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରି…
Read Moreଭାଇରାଲ ଭିଡିଓ ପାଇଁ, ମୟୂରଭଞ୍ଜ ପୋଲିସ ASI ଭୀମସେନ ମଲ୍ଲିକ ନିଲମ୍ବିତ !!
ମୋରଡା : ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗ ଫାଣ୍ଡି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅନିୟମିତତା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନରେ ଥିବା ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ସୂଚନା…
Read Moreତାଣ୍ଡବ ରଚିବ ସୁବର୍ଣ୍ଣରେଖା : ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା
ଭୁବନେଶ୍ୱର (KML): ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୁଧବାର ବିଳମ୍ବିତ ରାତି ସୁଦ୍ଧା ଏଠାରେ ଜଳସ୍ତର ସର୍ବୋଚ୍ଚ ସ୍ତର ୧୧.୪ ରୁ ୧୧.୬ ମିଟର ଛୁଇଁବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲ୍ଲୀପ ରାଉତ ସୂଚନା…
Read More