ସୋସିଆଲ ମିଡିଆର ବହୁମୂଖୀ ପ୍ରତିଭା “କୁଲସୁମ” ନିଖୋଜ : ବାରିପଦା
ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା କୁଲସୁମ ନିଗାର ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚିନ୍ତା ଛାଇ…
Read Moreଦେଶ ପାଇଁ ଚୀନରେ ଖେଳିବେ, ମୟୂରଭଞ୍ଜ ଗୌରବ “ସନ୍ଧ୍ୟାରାଣୀ”
ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ପରିବାରର ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଚୀନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବି ସେଭେନ୍ସ ସିରିଜରେ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ରଗବି (Rugby)…
Read Moreଓଡିଶାର ରାଜ୍ୟପାଳଙ୍କ ଏଡିସି ରୂପେ ଦାୟିତ୍ୱ ଗ୍ରହଣ କଲେ ଅନୁଗୁ ଶିବା ମାରୁତି ରେଡ୍ଡୀ : ଓଡିଶା ଲୋକ ଭବନ
ଓଡିଶା ଲୋକ ଭବନରେ ଏକ ଔପଚାରିକ ସମାରୋହରେ ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ, ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀଙ୍କୁ ନୂତନ ଦାୟିତ୍ୱରେ ପ୍ରଦାନ କରିଛନ୍ତି । ଗ୍ରହଣ କରିଥିବା ପଦବୀ ଟିକୁ ଏଡିସି (ଏଡ୍-ଡି-କ୍ୟାମ୍ପ) କୁହାଯାଏ । ଏଡିସି ରାଜ୍ୟପାଳଙ୍କ ଔପଚାରିକ କାର୍ଯ୍ୟକ୍ରମ,…
Read Moreମୟୂରଭଞ୍ଜରେ “ଦି କମନ୍ସ ଟାଇମ୍ସ”ର ସମ୍ପାଦକ ମଣ୍ଡଳୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବାରିପଦା: ଓଡ଼ିଶାର ପ୍ରମୁଖ ଇଂରାଜୀ ଖବରକାଗଜ “ଦି କମନ୍ସ ଟାଇମ୍ସ” (The Commons Time) ର ମୁଖ୍ୟ ସମ୍ପାଦକ ଏବଂ ତାଙ୍କ ସମ୍ପାଦକ ମଣ୍ଡଳୀଙ୍କୁ ଗତକାଲି ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ KMP LIVE ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦେଶର ୧୮ଟି ରାଜ୍ୟ ପରିଭ୍ରମଣ…
Read Moreଅମରାବତୀ ଜିଲ୍ଲା ମହିଳା ଡାକ୍ତରଖାନାରେ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁଙ୍କ ମୃତ୍ୟୁ, ୬ ଗୁରୁତର
ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ଡାକ୍ତରଖାନାର ବିଶେଷ ନବଜାତ ଶିଶୁ ଯତ୍ନ ବିଭାଗ (SNCU/NICU) ରେ ଆଜି (୨୪ ଅଗଷ୍ଟ) ଭୋର ପ୍ରାୟ ୩:୩୦ ସମୟରେ ଏକ ସର୍ଟ ସର୍କିଟ୍/ଭେଣ୍ଟିଲେଟର ବିସ୍ଫୋରଣ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ନବଜାତ ଶିଶୁଙ୍କର ପ୍ରାଣହାନି ଘଟିଥିବା…
Read Moreବନ୍ଦେ ମାତରମ୍ ବିବାଦ: କଂଗ୍ରେସ BJP ମୁହାଁମୁହିଁ ! BJPର ୧୦-ଦଫା ସଂକଳ୍ପ ପାରିତ !!
ବନ୍ଦେ ମାତରମ୍ ବିବାଦ: କଂଗ୍ରେସ ଦଳ ବନ୍ଦେ ମାତରମ୍ର କେବଳ କିଛି ନିର୍ଦ୍ଦିଷ୍ଟ ପଦ ଗାଇବାକୁ ନେଇ ଆପଣାଯାଇଥିବା ଆଭିମୁଖ୍ୟକୁ ଭାଜପା (BJP) ଦୃଢ଼ ନିନ୍ଦା କରିବା ସହ ଏକ ଶକ୍ତିଶାଳୀ ୧୦-ଦଫା ସଂକଳ୍ପ ପାରିତ କରିଛି। ଏହାକୁ ଭୋଟ-ବ୍ୟାଙ୍କ ରାଜନୀତି ଆଖ୍ୟା ଦେଇ ଦଳ ସାରା ଦେଶରେ ପ୍ରତିବାଦ କରିବାକୁ ସଂକଳ୍ପ…
Read Moreଶିଳ୍ପ ଓ ବାଣିଜ୍ୟ ବିଭାଗର MSME ନିର୍ଦ୍ଦେଶକ ନିଖୋଜ : ଲାଷ୍ଟ ଲୋକେସନ୍ ଥିଲା ବିମାନବନ୍ଦର !
କର୍ଣ୍ଣାଟକର ୨୦୧୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଗଙ୍ଗୱାର ଗତ ଦୁଇ ଦିନ ଧରି ନିଖୋଜ ଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ଶିଳ୍ପ ଓ ବାଣିଜ୍ୟ ବିଭାଗରେ MSME ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ବେଳେ, ତାଙ୍କର ଶେଷ ଲୋକେସନ୍ ବେଙ୍ଗାଲୁରୁର…
Read More‘GenZ’ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପିର ରଣନୀତି: ନିତିନ ନବୀନଙ୍କ ନୂଆ ଟିମ୍ ଗଠନ !!
ନିତିନ ନବୀନଙ୍କ ନେତୃତ୍ଵ ରେ BJP ଏକ ନୂଆ ଟିମ୍ ଗଠନ କରିଛି | ନୂଆ ଟିମ୍ ର ମୂଳ ଲକ୍ଷ୍ୟ, GenZ ଙ୍କ ସହ ସମ୍ପର୍କ ମଜଭୁତ କରିବା | ଏଥିପାଇଁ ଦଳ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ଓ ବିନୋଦ ତାୱଡେ ଏହି ଟିମ୍ରେ…
Read Moreଗାଁ ସ୍କୁଲରୁ ଦିଲ୍ଲୀ ଯାଏଁ ସଂଘର୍ଷ, ଆଉ ଏକ ଆଦର୍ଶର ନିଷ୍ଠୁର ପରିଣାମ: ସରକାରୀ ଶିକ୍ଷା ପାଇଁ ଲଢ଼େଇ ଭିତରେ ବାପାଙ୍କୁ ହରାଇଲେ ପୁଅ !
ନୂଆଦିଲ୍ଲୀ/ବଙ୍ଗଳା: ସରକାରୀ ରେକର୍ଡରେ ରାସ୍ତା ତିଆରି ହୋଇଛି, କିନ୍ତୁ ବାସ୍ତବରେ ଗାଁ ଶେଷ ମାଇଲ ଯାଏଁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ରିକ୍ସା, ଚାଲି ଚାଲି, ଟ୍ରକ୍ ଏବଂ ଶେଷରେ ଟ୍ରେନ୍ର ଦୀର୍ଘ ଯାତ୍ରା କରି ଦିଲ୍ଲୀର ଯନ୍ତର ମନ୍ତରରେ ଅଧିକାର ଦାବି କରିବାକୁ ପହଞ୍ଚିଥିଲେ ଜଣେ ସାଧାରଣ ଗ୍ରାମୀଣ…
Read Moreସୁପ୍ରିମ୍ କୋର୍ଟରେ ଐତିହାସିକ ସମ୍ବୋଧନ: ଯୁବପିଢ଼ିଙ୍କ ବୈଷୟିକ ଦକ୍ଷତା ଓ ସହନଶୀଳତାକୁ ପ୍ରଶଂସା କଲେ CJI ସୂର୍ଯ୍ୟ କାନ୍ତ
ନୂଆଦିଲ୍ଲୀ:ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ନ୍ୟାୟିକ ପରିବାରକୁ ସମ୍ବୋଧିତ କରିଛନ୍ତି ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ। ସୁପ୍ରିମ୍ କୋର୍ଟ ପରିସରରେ ଆୟୋଜିତ ଏହି ସମାରୋହରେ ଆଇନଜୀବୀ, ବିଚାରପତି ଓ…
Read More