ମୟୂରଭଞ୍ଜ ଅବକାରୀ ଅଧିକାରୀଙ୍କ ଉପରେ ମଦ ଆଫିଆଙ୍କ ଅତର୍କିତ ଆକ୍ରମଣ : କରଞ୍ଜିଆ
ସ୍ପଷ୍ଠ ଦିବାଲୋକ ରେ ମଦମାଫିଆ ଙ୍କ ଆତଙ୍କ | ଜାତୀୟ ରାଜପଥ ରେ କରଞ୍ଜିଆ ଅବକାରୀ ବିଭାଗର OICଙ୍କ ଉପରେ ମଦମାଫିଆଙ୍କ ଅତର୍କିତ ଆକ୍ରମଣ କରଞ୍ଜିଆ ଅଞ୍ଚଳରେ ବେଶ ଚର୍ଚା ର ବିଷୟ ପାଲୋଟି ଯାଇଛି | ସୋସିଆଲ ମିଡିଆ ରେ ଘୁରି ବୁଲୁଛି ଏହି ଆକ୍ରମଣର ଲାଇଭ ଭିଡିଓ | ସୂଚନା ଅନୁସାରେ ଦୁର୍ବୁତ୍ତଙ୍କୁ କାବୁ କରିବାରେ…
Read Moreମୟୂରଭଞ୍ଜ ପ୍ରତିଭା ଚର୍ଚ୍ଚିତଙ୍କ ଚର୍ଚ୍ଚା : N.P.C.I.L.ରେ ଯୁବ ବୈଜ୍ଞାନିକ ଭାବେ ଯୋଗଦାନ
ବାରିପଦା: ଖଡ଼ଗପୁର IITରେ ଅଧ୍ୟୟନରତ ଥିବା ବାରିପଦାର ଯୁବପ୍ରତିଭା ଚର୍ଚ୍ଚିତ କବି ଶତପଥୀ, ସର୍ବଭାରତୀୟ ପ୍ରତିଦ୍ବନ୍ଦିତାରେ ସାଫଳ ହୋଇ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନସ୍ଥ “ନ୍ୟୁକ୍ଳିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ” (ଏନ୍.ପି.ସି.ଆଇ.ଏଲ୍.) ରେ ଯୁବ ବୈଜ୍ଞାନିକ (ଗ୍ରୁପ୍-ଏ)…
Read Moreଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପୁଣି ଲଗାଣ ବର୍ଷାର ଆଶଙ୍କା ! ୨୩ରୁ ୨୫ ପ୍ରବଳ ବର୍ଷା ସମ୍ଭାବନା !
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ, ଆଜି ଠାରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ଏବଂ ଲଗାଣ ବର୍ଷା ହୋଇପାରେ। କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ ଓ ନବରଙ୍ଗପୁରର ଗୋଟିଏ-ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୩ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବା…
Read Moreମୟୂରଭଞ୍ଜ ପୋଲିସରେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ସଙ୍ଗିନ ଆରୋପ !
ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟରଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ବିବାହର ପ୍ରତିସୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗ। ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର ପ୍ରଭାତ ନାୟକଙ୍କ ସମେତ ତାଙ୍କ…
Read Moreବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର : ମୟୂରଭଞ୍ଜ ||
ବାରିପଦା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଏକ ଅଭିନବ ପ୍ରୟାସ ଦ୍ବାରା ପ୍ରଥମ କରି ବାରିପଦା ବ୍ଲକର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ଆଖି ଆଗରେ ଦୃଷ୍ଟିକୁ ରଖି ଏକ ଦିନିଆ ପ୍ରଶିକ୍ଷଣ ଶିବିର ଲେଡି ହାମିଲଟନ ଉଚ୍ଚ ବିଦ୍ୟାଳୟରେ…
Read Moreବିଦ୍ୟାଳୟ ଗୁଡ଼ିକରେ ଜିଲ୍ଲାସ୍ତରୀୟ ମନିଟରିଂ: ଶିକ୍ଷାଦାନର ଗୁଣବତ୍ତା ଓ ସ୍ୱଚ୍ଛ ଶିକ୍ଷା ପରିବେଶ ଉପରେ ଗୁରୁତ୍ୱ ||
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନର ଗୁଣବତ୍ତା, ଶିକ୍ଷା ପରିବେଶ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତିର ସ୍ଥିତି ଅନୁଧ୍ୟାନ ନିମନ୍ତେ ଆଜି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଯୋଜନା) ଶ୍ରୀ ଶଶୀଧର ସିଂ ମିଳିତ ଭାବେ ବିଭିନ୍ନ…
Read Moreବାରିପଦାରେ ଓରମାସ୍ ରାଖି ଷ୍ଟଲ୍ ଉଦ୍ଘାଟିତ: ମହିଳା କାରିଗରଙ୍କ ଆୟ ଓ ଆତ୍ମନିର୍ଭରତା ବୃଦ୍ଧି ଉପରେ ଗୁରୁତ୍ୱ ||
ବାରିପଦାସ୍ଥିତ ବୟନିକା ବିକ୍ରୟ ଷ୍ଟୋର ‘ମୟୂର ଶିଳ୍ପ’ ପରିସରରେ ଆଜି ‘ରାଖି ଷ୍ଟଲ୍–୨୦୨୬’ ଉଦ୍ଘାଟିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ଦୁଃଖବନ୍ଧୁ ନାୟକ ଏହି ଷ୍ଟଲ୍ର ଉଦ୍ଘାଟନ କରିଥିଲେ । ମୟୂରଭଞ୍ଜର ସ୍ଥାନୀୟ କାରିଗରମାନଙ୍କ ହସ୍ତନିର୍ମିତ ଓ ପରିବେଶ ଅନୁକୂଳ ରାଖିକୁ ବ୍ୟାପକ ବଜାର ସୁଯୋଗ…
Read Moreଓଡ଼ିଶା ପୁଲିସ୍ ପୂର୍ବାଞ୍ଚଳ ରେଞ୍ଜରେ ୧୭ ଜଣ ଅଧିକାରୀଙ୍କ ବଦଳି : ବାଲେଶ୍ଵର
ଉତ୍ତର ଓଡିଶା :- ଓଡ଼ିଶା ପୁଲିସ୍ ପୂର୍ବାଞ୍ଚଳ ରେଞ୍ଜ ମୁଖ୍ୟାଳୟ ବାଲେଶ୍ୱର ପକ୍ଷରୁ ରେଞ୍ଜ ପୁଲିସ୍ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସବ୍ ଇନ୍ସପେକ୍ଟର ଓ ଇନ୍ସପେକ୍ଟର ପଦବୀରେ ଥିବା ୧୭ ଜଣ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ମଧ୍ୟରେ ବଦଳି କରାଯାଇଛି। ଏହି ବୈଠକ ଭର୍ଚୁଆଲ…
Read Moreଶୁସିଲସେଠୀ (ସିପୁ) ଙ୍କ ଦଶାହ କାର୍ଯ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଅଛି |
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡ଼ି ଉପ-ସଭାପତି ଶୁସିଲସେଠୀ (ସିପୁ) ଙ୍କ ଦଶାହ କାର୍ଯ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଅଛି | ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ, ଉପସ୍ଥିତ ଅଛନ୍ତି ସିପୁର ମା ଅନୀତା ସେଠୀ ଏବଂ ରାଜ୍ୟ ବିଜେଡ଼ି ବରିଷ୍ଟ ସାଧାରଣ ସମ୍ପାଦକ ତଥା ପୂର୍ବତନ…
Read Moreଦାରିଦ୍ରତା କୌଣସି ଜାତି, ଧର୍ମ କିମ୍ବା ବର୍ଗ ଦେଖି ଆସେନାହିଁ : ଛାତ୍ରଛାତ୍ରୀଙ୍କୁ ସମାନ ଅବସର ମିଳିବା ଉଚିତ
ଶିକ୍ଷାରେ ସମାନତା: କେବଳ ବର୍ଗ ନୁହେଁ, ମେଧା ଓ ଆର୍ଥିକ ଆବଶ୍ୟକତା ହେଉ ମାପଦଣ୍ଡ SC/ST ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଓ ବିଦେଶୀ ସ୍କୋଲାରସିପ୍ ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ଏବଂ ସାମାଜିକ ନ୍ୟାୟ ଦିଗରେ ଏକ ଦୃଢ଼ ପଦକ୍ଷେପ। ଓଡ଼ିଶା ସରକାର SC/ST ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ…
Read More