ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ!
୧ ସେପ୍ଟେମ୍ବର ୨୦୨୬ (ମଙ୍ଗଳବାର) ଦିନ ପଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟ ଥାନା ଅନ୍ତର୍ଗତ କୁସୁମବା ଗ୍ରାମରେ ଥିବା ତାଙ୍କ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ୨୮ ବର୍ଷୀୟା ବୃଷ୍ଟିଙ୍କ ମୃତ୍ୟୁକୁ…
Read More୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ , ନଗଦ ୭,୨୯,୨୦୦ ଟଙ୍କା ଜବତ : କେନ୍ଦୁଝର
୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଜିଲା…
Read Moreଡାକ୍ତରଖାନାରୁ ଫେରାର କଏଦୀ ଗିରଫ,୫ ଦିନ ପରେ ଧରିବାରେ ସଫଳ ହେଲା ପୁଲିସ୍ : ସୁନ୍ଦରଗଡ
ଡାକ୍ତରଖାନାରୁ ଫେରାର କଏଦୀ ଗିରଫ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ୨୫ ତାରିଖ ରାତିରେ ଫେରାର ହୋଇଯାଇଥିବା ବିଚାରାଧୀନ କଏଦୀ ଟେକଚାନ୍ଦ ବେହେରା (୨୪) ଙ୍କୁ ୫ ଦିନ ପରେ ପୁଲିସ୍ ଧରିବାରେ ସଫଳ ହୋଇଛି । ସେ ଗାଁ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ । ଟେକଚାନ୍ଦ ପତ୍ନୀଙ୍କ ସହ ଉକ୍ତ ଜଙ୍ଗଲରେ ଲୁଚି ରହିଥିଲେ ।…
Read Moreପତ୍ନୀ ଛଡା ସରକାରୀ ବାବୁଙ୍କ ଉପରେ ଲଗାମ ଲଗାଇଲେ ମୋହନ ମାଝୀ !
ଏଣିକି ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରୁ କଟିବ ପତ୍ନୀ ଓ ପିଲାଙ୍କ ପାଇଁ ଭରଣପୋଷଣ ଖର୍ଚ୍ଚ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ପତ୍ନୀ ଓ ସନ୍ତାନଙ୍କୁ ଭରଣ ପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read More୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଚେନ୍ ଉଦ୍ଧାର, ଅଭିଯୁକ୍ତ ଗିରଫ: କଟକ
ଚେନ୍ ଚୋରି ମାମଲାରେ ଜଗତପୁର ପୋଲିସ ସ୍ପେଶାଲ ସ୍କ୍ୱାଡ୍, କଟକର ସହାୟତାରେ ଜଣେ ଆନ୍ତଃଜିଲ୍ଲା ପୂର୍ବତନ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସୁନା ଚେନ୍ ଉଦ୍ଧାର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଚେନ୍ ଚୋରି ଘଟଣାକୁ ନେଇ ଜଗତପୁର…
Read More୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ : ଜଣେ ଗିରଫ, କୋର୍ଟ ଚାଲାଣ କଲା ଖାରବେଳ ନଗର ଥାନା ପୋଲିସ
ଟ୍ରେଡିଂ କମ୍ପାନୀରେ ଟଙ୍କା ନିବେଶ କଲେ ପ୍ରତିମାସ ୧୦ ପ୍ରତିଶତ ଲାଭ ମିଳିବାର ପ୍ରଲୋଭନ ଦେଖାଇ ପ୍ରାୟ ୨ କୋଟି ୨୧ ଲକ୍ଷ ଟଙ୍କା ନିବେଶ କରାଇବା ଓ ଠକେଇ ଅଭିଯୋଗରେ ଖାରବେଳ ନଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ମୃତି ରଞ୍ଜନ ବେହେରା,…
Read Moreଓଡ଼ିଶା ଭିଜିଲାନ୍ସ କବଜାରେ ବି.ଏଚ୍. ଉମାଶଙ୍କର: କେନ୍ଦୁଝର
କେନ୍ଦୁଝର ଜିଲ୍ଲା ପାଟଣା ତହସିଲଦାରଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ବି.ଏଚ୍. ଉମାଶଙ୍କର, ଏକ ମ୍ୟୁଟେସନ୍ ମାମଲାର ଫାଇଲ୍ ପ୍ରକ୍ରିୟାକରଣ ସହ ଜଣେ ଆବେଦନକାରୀ ତଥା ଅନ୍ୟ ଅଂଶୀଦାରଙ୍କ ସପକ୍ଷରେ ପଟ୍ଟା ପ୍ରଦାନ ନିମନ୍ତେ ତାଙ୍କଠାରୁ ୬,୦୦୦ ଟଙ୍କା ଲାଞ୍ଚ ନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ…
Read Moreତିଜିମାଳି ଖଣି ଖନନକୁ ବିରୋଧ: ଆନ୍ଦୋଳନକାରୀଙ୍କୁ ଯଜ୍ଞସ୍ଥଳରୁ ଉଠାଇ ନେଲା ପୋଲିସ
ତିଜିମାଳି ପାହାଡ଼ରେ ପ୍ରସ୍ତାବିତ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଜାରି ରହିଥିବା ବେଳେ, ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଅଭିଯୋଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ…
Read Moreଦୀର୍ଘ ୨.୫ ବର୍ଷର ଅନୁସନ୍ଧାନ ପରେ, ୨ ହତ୍ୟାକାରୀ ଗିରଫ !! ରାଉରକେଲା ପୋଲିସ
ରାଉରକେଲା: ଦୀର୍ଘ ୨.୫ ବର୍ଷ ଧରି ଅନୁସନ୍ଧାନାଧୀନ ଥିବା ଏକ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିଛି ରାଉରକେଲା ପୋଲିସ। ଏହି ଘଟଣାରେ ରାହୁଲ ଓରଫ ସର୍ଦ୍ଧନ ଶର୍ମା (୪୮) ଏବଂ ଅଜୟ ପାତ୍ର (୩୩)ଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଏହି ଘଟଣା ସମ୍ପର୍କରେ ଝିରପାଣି ଥାନା କେସ୍ ନଂ-୪୫, ତାରିଖ…
Read Moreଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି “ପ୍ରକାଶ” ଗିରଫ :‘ଟାର୍ଗେଟ କିଲିଂ’ ର ଅଭିଯୋଗ !
ରାଉରକେଲା ସହରରେ ବହୁ ଚର୍ଚ୍ଚିତ ପାନପୋଷ ସର୍କିଟ ହାଉସ୍ରୁ ବନ୍ଧୁକ ଜବତ ଓ ଅପରାଧୀ ଗିରଫ ଘଟଣାର ମାଷ୍ଟର ମାଇଣ୍ଡ ପଳାତକ ପ୍ରକାଶ ପାଶ୍ୱାନକୁ ପୁଲିସ ଓଡ଼ିଶାକୁ ଆଣିଛି। ପାନପୋଷ ସର୍କିଟ ହାଉସ୍ରୁ ୪ଟି ବନ୍ଧୁକ ଓ ୯ ରାଉଣ୍ଡ ଗୁଳି ଜବତ ହେବା ସହରର କୁଖ୍ୟାତ ଅପରାଧୀମାନଙ୍କୁ ସଂଗଠିତ କରି ଅପରାଧ ଘଟାଇବା…
Read More