ସ୍ୱାୟତ୍ତ ଶାସନ ଦିବସରେ ବିକାଶର ବାର୍ତ୍ତା: ସୋଫିଆ ଫିର୍ଦୋଷ
ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରର ବିଭିନ୍ନ ୱାର୍ଡରେ ଉନ୍ନୟନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଲୋକଙ୍କ ମୌଳିକ ସୁବିଧାକୁ ଅଗ୍ରାଧିକାର ଦେଇ ବିଭିନ୍ନ ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଉଦ୍ଘାଟନ କରାଯାଇଛି। ଏହି ଅବସରରେ କଟକ ମହାନଗର ନିଗମର ମେୟର ସୁଭାଷ ସିଂହ ଏବଂ ବାରବାଟୀ-କଟକ…
Read Moreପ୍ରିୟ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା : ମୋରଡା
ନିଜର ପ୍ରିୟ ଶିକ୍ଷକଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ଛାତ୍ରଛାତ୍ରୀ। ଶିକ୍ଷକଙ୍କୁ ଛାଡ଼ିବାକୁ ନାରାଜ ହୋଇ କାନ୍ଦି କାନ୍ଦି ବିଦ୍ୟାଳୟ ପରିସରକୁ ଭାବବିହ୍ୱଳ କରିଦେଇଥିଲେ ଛାତ୍ରଛାତ୍ରୀ। ଏପରିକି ଜଣେ ଛାତ୍ରୀ କାନ୍ଦି କାନ୍ଦି ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି। ଏଭଳି…
Read Moreବିକାଶ ନାଁରେ ମାଳମାଳ ଯୋଜନା, ତଥାପି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ: ଥୁଆମୁଳ, ରାମପୁର !!
କଳାହାଣ୍ଡି ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳବାସୀ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ବିକାଶ ନାଁରେ ବିଭିନ୍ନ ଯୋଜନା ଘୋଷଣା ହେଉଥିଲେ ମଧ୍ୟ ଥୁଆମୁଳ ରାମପୁର ବ୍ଲକର ଅନେକ ଦୁର୍ଗମ ଗାଁରେ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଯୋଗାଯୋଗ ଭଳି ମୌଳିକ ସୁବିଧା ଏବେବି ଅପହଞ୍ଚ…
Read MoreNDAରେ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ ! କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହଲଚଲ
NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା ନିଜର ସହଯୋଗୀ ଏବଂ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା (HAM) ର ଅଧ୍ୟକ୍ଷ ଜୀତନରାମ ମାଂଝୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ଶନିବାର…
Read Moreଗଞ୍ଜାମର ୯ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ହିତାଦିକାରୀଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ଟଙ୍କା: ସୁଭଦ୍ରା
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ଯୋଡ଼ିଛି ସୁଭଦ୍ରା ଯୋଜନା। ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ…
Read Moreକଳାହାଣ୍ଡିର ୪,୦୮,୫୭୧ ହିତାଧିକାରୀଙ୍କୁ ₹୫,୦୦୦ ଲେଖାଏଁ ଡିବିଟି ମାଧ୍ୟମରେ ପ୍ରଦାନ: ସୁଭଦ୍ରା
ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା ଅନ୍ତର୍ଗତ ପଞ୍ଚମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ ଶୁକ୍ରବାର ଭବାନୀପାଟଣା ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଭଦ୍ରା ଯୋଜନାର ଗୁରୁତ୍ୱ ଓ ମହିଳା…
Read Moreଯେଉଁଠି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦବୀ ଖାଲି ପଡ଼ିଛି, ସେଠାରେ ….. ସଂପାଦକୀୟ
ରାଜନୈତିକ ଚର୍ଚ୍ଚା ଏବଂ ଗଣମାଧ୍ୟମର ହଲଚଲ ଭିତରେ ଏକ ବଡ଼ ସତ୍ୟ ବହୁ ଲୋକଙ୍କ ନଜରରୁ ଆଢ଼ୁଆଳରେ ରହିଯାଇଛି। ସମସ୍ତେ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ କଳ୍ପନାଜଳ୍ପନା କରୁଛନ୍ତି ସତ, କିନ୍ତୁ ଅସଲ ଗଣିତ ହେଉଛି— କେନ୍ଦ୍ର ଓ ରାଜ୍ୟ ଦୁଇଟିଯାକ ସରକାରରେ ବର୍ତ୍ତମାନ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦବୀ ଖାଲି…
Read Moreଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ବାରିପଦା
ପବିତ୍ର ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପାଇଁ ଆଜି ବାରିପଦାସ୍ଥିତ ଶହୀଦ ଭବନ ପରିସରରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ଉପକୃତ ହେବେ ।…
Read Moreତିଜିମାଳି ଖଣି ଖନନକୁ ବିରୋଧ: ଆନ୍ଦୋଳନକାରୀଙ୍କୁ ଯଜ୍ଞସ୍ଥଳରୁ ଉଠାଇ ନେଲା ପୋଲିସ
ତିଜିମାଳି ପାହାଡ଼ରେ ପ୍ରସ୍ତାବିତ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଜାରି ରହିଥିବା ବେଳେ, ଜଣେ ସକ୍ରିୟ ଆନ୍ଦୋଳନକାରୀଙ୍କୁ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ଯଜ୍ଞସ୍ଥଳରୁ ପୋଲିସ ନେଇଯିବା ଅଭିଯୋଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଦସ୍ୟ ତଥା ତିଜିମାଳି ଖଣି ଖନନ…
Read Moreକେଉଁଠି ରଖାଯିବ ଏତେ ସଂଖ୍ୟାରେ ଶବ ! କେମିତି ହେବ ଶବ ଚିହ୍ନଟ : ନେପାଳ
ଅଗଣତି ଶବ ! କେଉଁଠି ରଖାଯିବ ଏତେ ସଂଖ୍ୟାରେ ଶବ ! କେମିତି ହେବ ଶବ ଚିହ୍ନଟ ! ପୋଷ୍ଟମର୍ଟମ ହେବ କେମିତି ? ଏପରି ସ୍ଥଳେ ଶବଗୁଡ଼ିକୁ ମର୍ଗ ବା ଶବ ସଂରକ୍ଷଣ ଗୃହରେ ରଖାଯିବା କଥା । କିନ୍ତୁ ନେପାଳର ଯେଉଁସ୍ଥାନରେ ଏତେ ସଂଖ୍ୟାରେ ମୃତଦେହ ମିଳିଛନ୍ତି, ସେଠି ଶବ ସଂରକ୍ଷଣ ଗୃହର ଘୋର ଅଭାବ ଦେଖା ଦେଇଛି । ଶବ…
Read More