ଫାଇନାନ୍ସ କମ୍ପାନୀ ଖୋଲି, ଗ୍ରହକଙ୍କୁ ନାଟକ ଦେଖାଉଥିବା ଠକ ଗିରଫ: ଝାରସୁଗୁଡ଼ା
ଫାଇନାନ୍ସ କମ୍ପାନୀ ଖୋଲି ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରିବା ପରେ ତାହା ଲୁଟ୍ ହୋଇଯାଇଥିବାର ମିଛ ନାଟକ କରିଥିବା ଏକ ଗୋଷ୍ଠୀର ପର୍ଦ୍ଦାଫାସ କରିଛି ଝାରସୁଗୁଡ଼ା ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମାଟି ତଳେ ପୋତା ଯାଇଥିବା ୪ ଲକ୍ଷ ୮୯ ହଜାର ଟଙ୍କା ଜବତ…
Read Moreସ୍ତ୍ରୀକୁ ପୁଣି ଫେରି ପାଇବା ଲାଳଶା ରେ ଯୁବକଙ୍କୁ ବଳି : ତନ୍ତ୍ର ସାଧନା ର ବିକଟାଳ ରୂପ !
ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ନିକଟରେ ବୁଧବାର ରାତିରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ତୁଷୁରା ଥାନା ଅଧୀନ ଟେପ୍ରାମୁଣ୍ଡା ଗାଁର ସନ୍ତୋଷ ଖରସେଲ (୪୦)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡଗଣ୍ଡି ଅଲଗା କରି ଫିଙ୍ଗି ଦିଆଯାଇଛି। ପୁଲିସର…
Read Moreମୟୂରଭଞ୍ଜ ପୋଲିସରେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ସଙ୍ଗିନ ଆରୋପ !
ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟରଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ବିବାହର ପ୍ରତିସୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗ। ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର ପ୍ରଭାତ ନାୟକଙ୍କ ସମେତ ତାଙ୍କ…
Read Moreପୋଲିସ ମହାନିର୍ଦ୍ଦେଶକ ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ : ରାଜ୍ୟ ପୋଲିସ ମୁଖ୍ୟାଳୟ, ଭୁବନେଶ୍ବର ||
ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି/ଡିଆଇଜି…
Read Moreଓଡ଼ିଶା ପୁଲିସ୍ ପୂର୍ବାଞ୍ଚଳ ରେଞ୍ଜରେ ୧୭ ଜଣ ଅଧିକାରୀଙ୍କ ବଦଳି : ବାଲେଶ୍ଵର
ଉତ୍ତର ଓଡିଶା :- ଓଡ଼ିଶା ପୁଲିସ୍ ପୂର୍ବାଞ୍ଚଳ ରେଞ୍ଜ ମୁଖ୍ୟାଳୟ ବାଲେଶ୍ୱର ପକ୍ଷରୁ ରେଞ୍ଜ ପୁଲିସ୍ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସବ୍ ଇନ୍ସପେକ୍ଟର ଓ ଇନ୍ସପେକ୍ଟର ପଦବୀରେ ଥିବା ୧୭ ଜଣ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ମଧ୍ୟରେ ବଦଳି କରାଯାଇଛି। ଏହି ବୈଠକ ଭର୍ଚୁଆଲ…
Read Moreଭାଇରାଲ ଭିଡିଓ ପାଇଁ, ମୟୂରଭଞ୍ଜ ପୋଲିସ ASI ଭୀମସେନ ମଲ୍ଲିକ ନିଲମ୍ବିତ !!
ମୋରଡା : ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଅଭିଯୋଗ ଫାଣ୍ଡି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ଓ ନିଜ ଦାୟିତ୍ୱ ପାଳନରେ ଅନିୟମିତତା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନରେ ଥିବା ଚିତ୍ରଡା ଫାଣ୍ଡିରେ କାର୍ଯ୍ୟରତ ASI ଭୀମସେନ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଛି। ସୂଚନା…
Read Moreଚାକିରି ନିଯୁକ୍ତି ନାମରେ ଠକେଇ: ନକଲି ବ୍ଯାଙ୍କ ଅଫିସର ଗିରଫ !!
ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୁଲିସ ଏକ ସରକାରୀ ଚାକିରି ନିଯୁକ୍ତିର ଠକ ରାକେଟ୍ର ପର୍ଦ୍ଦାଫାସ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ରେ ଚାକିରି କରାଇଦେବାର ମିଥ୍ୟା ପ୍ରତିଶୃତି ଦେଇ ଜଣେ ବେକାର ଯୁବକଙ୍କଠାରୁ ₹୫୦ ହଜାର ଠକେଇ କରାଯାଇଥିବା ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି…
Read Moreରାଜ୍ୟ ପୋଲିସ ମୁଖ୍ୟାଳୟ ସମେତ ୩୫ ପୋଲିସ ଜିଲ୍ଲାରେ ନିଶାମୁକ୍ତି ଶପଥ ପାଠ ||
କଟକ: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ସମେତ ରାଜ୍ୟର ୩୫ଟି ପୋଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ…
Read Moreରାଜ୍ୟ ପୋଲିସ ମୁଖ୍ୟାଳୟ: ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ ||
ଭୁବନେଶ୍ବର:- ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ…
Read More