ଶିଳ୍ପ ଓ ବାଣିଜ୍ୟ ବିଭାଗର MSME ନିର୍ଦ୍ଦେଶକ ନିଖୋଜ : ଲାଷ୍ଟ ଲୋକେସନ୍ ଥିଲା ବିମାନବନ୍ଦର !
କର୍ଣ୍ଣାଟକର ୨୦୧୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଗଙ୍ଗୱାର ଗତ ଦୁଇ ଦିନ ଧରି ନିଖୋଜ ଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ଶିଳ୍ପ ଓ ବାଣିଜ୍ୟ ବିଭାଗରେ MSME ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ବେଳେ, ତାଙ୍କର ଶେଷ ଲୋକେସନ୍ ବେଙ୍ଗାଲୁରୁର…
Read Moreଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ଯକ୍ରମ ଉଦଯାପିତ
ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଶକ୍ତିଶ୍ରୀ ସେଲ ଆନୁକୂଲ୍ୟରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଉଦଯାପନୀ ପର୍ବ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ଏହି ଆତ୍ମସୁରକ୍ଷା କାର୍ଯ୍ୟକ୍ରମରେ ଝାନ୍ସୀରାଣୀ କରାଟେ ଏକାଡେମୀର ପ୍ରଶିକ୍ଷକ କରାଟେ ବ୍ଲାକବେଲ୍ଟ ଶ୍ରୀ ପିମ୍ପୁନା…
Read Moreମୟୂରଭଞ୍ଜ ପ୍ରତିଭା ଚର୍ଚ୍ଚିତଙ୍କ ଚର୍ଚ୍ଚା : N.P.C.I.L.ରେ ଯୁବ ବୈଜ୍ଞାନିକ ଭାବେ ଯୋଗଦାନ
ବାରିପଦା: ଖଡ଼ଗପୁର IITରେ ଅଧ୍ୟୟନରତ ଥିବା ବାରିପଦାର ଯୁବପ୍ରତିଭା ଚର୍ଚ୍ଚିତ କବି ଶତପଥୀ, ସର୍ବଭାରତୀୟ ପ୍ରତିଦ୍ବନ୍ଦିତାରେ ସାଫଳ ହୋଇ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନସ୍ଥ “ନ୍ୟୁକ୍ଳିଅର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ” (ଏନ୍.ପି.ସି.ଆଇ.ଏଲ୍.) ରେ ଯୁବ ବୈଜ୍ଞାନିକ (ଗ୍ରୁପ୍-ଏ)…
Read Moreଫାଇନାନ୍ସ କମ୍ପାନୀ ଖୋଲି, ଗ୍ରହକଙ୍କୁ ନାଟକ ଦେଖାଉଥିବା ଠକ ଗିରଫ: ଝାରସୁଗୁଡ଼ା
ଫାଇନାନ୍ସ କମ୍ପାନୀ ଖୋଲି ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରିବା ପରେ ତାହା ଲୁଟ୍ ହୋଇଯାଇଥିବାର ମିଛ ନାଟକ କରିଥିବା ଏକ ଗୋଷ୍ଠୀର ପର୍ଦ୍ଦାଫାସ କରିଛି ଝାରସୁଗୁଡ଼ା ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମାଟି ତଳେ ପୋତା ଯାଇଥିବା ୪ ଲକ୍ଷ ୮୯ ହଜାର ଟଙ୍କା ଜବତ…
Read Moreସ୍ତ୍ରୀକୁ ପୁଣି ଫେରି ପାଇବା ଲାଳଶା ରେ ଯୁବକଙ୍କୁ ବଳି : ତନ୍ତ୍ର ସାଧନା ର ବିକଟାଳ ରୂପ !
ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ନିକଟରେ ବୁଧବାର ରାତିରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ତୁଷୁରା ଥାନା ଅଧୀନ ଟେପ୍ରାମୁଣ୍ଡା ଗାଁର ସନ୍ତୋଷ ଖରସେଲ (୪୦)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡଗଣ୍ଡି ଅଲଗା କରି ଫିଙ୍ଗି ଦିଆଯାଇଛି। ପୁଲିସର…
Read Moreମରାମତି ନାଁରେ ବିଭ୍ରାଟ: ଲଗାଣ ବର୍ଷା କାଳରେ ରାସ୍ତା ଉପରେ ମାଟି ପକାଇ ସ୍ଥିତି କଲେ ସଙ୍ଗିନ୍ !!
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ଷଣ୍ଢପଥର ସ୍ଥିତ ୫୩ ନମ୍ବର ଜାତୀୟ ରାଜପଥ ରୁ ଦୋରୋବାହାଲ ପଡ଼ା ଦେଇ ଛେମୁଣ୍ଡା କୁ ଯାଇଥିବା ମୁଖ୍ୟ ରାସ୍ତାରେ ମାଟି ପକାଇ ପୂର୍ବ ସ୍ଥିତି କୁ ସଙ୍ଗିନ୍ କରିଥିବା ଅଭିଯୋଗ । ଖରାପ ଥିବା ଏହି ରାସ୍ତା ଉପରେ ପଞ୍ଚାୟତ ୱାର୍ଡ ସଭ୍ୟଙ୍କ ଦ୍ୱାରା ଅପରିକଳ୍ପିତ ଭାବେ…
Read Moreପୁଅର ଶେଷକୃତ୍ୟ ସମ୍ପର୍ଣ୍ଣ ପରେ ପରେ ମା’ଙ୍କ ମୃତ୍ୟୁ ! କେନ୍ଦୁଝରରେ ଶୋକର ଛାୟା !!
କେନ୍ଦୁଝର(KMP): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡ଼ା ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପୁଅର ମୃତ୍ୟୁର ଦୁଃଖ ସହିନପାରି ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତକ ହେଲେ ଦାମୋଦର ମହାକୁଡ଼ ଓ ତାଙ୍କ ମା’ ମରୁଆ ମହାକୁଡ଼। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ,…
Read Moreଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପୁଣି ଲଗାଣ ବର୍ଷାର ଆଶଙ୍କା ! ୨୩ରୁ ୨୫ ପ୍ରବଳ ବର୍ଷା ସମ୍ଭାବନା !
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ, ଆଜି ଠାରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ଏବଂ ଲଗାଣ ବର୍ଷା ହୋଇପାରେ। କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ ଓ ନବରଙ୍ଗପୁରର ଗୋଟିଏ-ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୩ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବା…
Read Moreମୟୂରଭଞ୍ଜ ପୋଲିସରେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ସଙ୍ଗିନ ଆରୋପ !
ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟରଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ବିବାହର ପ୍ରତିସୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗ। ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର ପ୍ରଭାତ ନାୟକଙ୍କ ସମେତ ତାଙ୍କ…
Read Moreସାମାନ୍ୟ ବଚସାରୁ ବଡ଼ ଭାଇଙ୍କୁ ହତ୍ୟା : କଳାହାଣ୍ଡିରେ ଚାଞ୍ଚଲ୍ୟ
କଳାହାଣ୍ଡିରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ହତ୍ୟା ଅଭିଯୋଗ । ବଳରାମପୁର ଅଞ୍ଚଳରେ ମଦ୍ୟପାନ ପରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସାନ ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ । ଘଟଣାରେ ୪୫ ବର୍ଷୀୟ କୁଳମଣି ସବରଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ସାନ ଭାଇ ୪୨…
Read More