ସାପ କାମୁଡ଼ାରେ ୭ ବର୍ଷର ନାବାଳକଙ୍କ ମୃତ୍ୟୁ : କଳାହାଣ୍ଡି, ଲାଞ୍ଜିଗଡ଼ ବ୍ଲକ ||
କଳାହାଣ୍ଡି:- ଗତକାଲି ରାତିରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ୭ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତର ଉଲିଗୁଞ୍ଜେର ଗାଁର ଲାଗେସ ମାଝୀ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ରାତିରେ ଶୋଇଥିବା ବେଳେ…
Read More