ଗାଁ ସ୍କୁଲରୁ ଦିଲ୍ଲୀ ଯାଏଁ ସଂଘର୍ଷ, ଆଉ ଏକ ଆଦର୍ଶର ନିଷ୍ଠୁର ପରିଣାମ: ସରକାରୀ ଶିକ୍ଷା ପାଇଁ ଲଢ଼େଇ ଭିତରେ ବାପାଙ୍କୁ ହରାଇଲେ ପୁଅ !
ନୂଆଦିଲ୍ଲୀ/ବଙ୍ଗଳା: ସରକାରୀ ରେକର୍ଡରେ ରାସ୍ତା ତିଆରି ହୋଇଛି, କିନ୍ତୁ ବାସ୍ତବରେ ଗାଁ ଶେଷ ମାଇଲ ଯାଏଁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ରିକ୍ସା, ଚାଲି ଚାଲି, ଟ୍ରକ୍ ଏବଂ ଶେଷରେ ଟ୍ରେନ୍ର ଦୀର୍ଘ ଯାତ୍ରା କରି ଦିଲ୍ଲୀର ଯନ୍ତର ମନ୍ତରରେ ଅଧିକାର ଦାବି କରିବାକୁ ପହଞ୍ଚିଥିଲେ ଜଣେ ସାଧାରଣ ଗ୍ରାମୀଣ…
Read More