୨୪ଜଣ ଚାଳକ ଦଳ ସଦସ୍ୟଙ୍କ ଜୀବନ ସଙ୍କଟରେ ? ପାରାଦୀପ ରୁ ଚାଇନା ଯାଉଥିବା ମାଲବାହୀ ଜାହାଜ ନିଖୋଜ !!
ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଯାଉଥିବା ଏକ ମାଲବାହୀ ଜାହାଜ ଓଡ଼ିଶା ଉପକୂଳଠାରୁ ପ୍ରାୟ ୨୦୦ ନଟିକାଲ୍ ମାଇଲ୍ ଦୂରରେ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ନିଖୋଜ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ, ଜାହାଜରେ ମୋଟ ୨୪ ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍ ନାଗରିକ, ଜଣେ…
Read More