ମା’ ପଞ୍ଚୁବରାହୀ ମନ୍ଦିରକୁ ଗିଳିଲା ସମୁଦ୍ର : ହଜିଗଲା ଶତାବ୍ଦୀର ଆସ୍ଥା, ଐତିହ୍ୟ ଓ ପରିଚୟ ||
ସମୁଦ୍ର ନେଇଗଲା ସାତଭାୟାର ଶେଷ ପରିଚୟ। ଦୀର୍ଘଦିନ ଧରି ଜାରି ରହିଥିବା ଭୟଙ୍କର ସମୁଦ୍ର ଭୂକ୍ଷୟ ଶେଷରେ ଐତିହାସିକ ମା’ ପଞ୍ଚୁବରାହୀ ମନ୍ଦିରକୁ ମଧ୍ୟ ନିଜ ଗର୍ଭରେ ଲୀନ କରିଦେଇଛି। ଶତାବ୍ଦୀ ଧରି ସାତଭାୟାବାସୀଙ୍କ ଆସ୍ଥା, ବିଶ୍ୱାସ ଓ ପରମ୍ପରାର ପ୍ରତୀକ ହୋଇ ଠିଆ ହୋଇଥିବା ଏହି ପୀଠ ଏବେ ଆଉ ଦୃଶ୍ୟମାନ…
Read More