ସମ୍ପାଦକୀୟ: କୋମଳମତି ଶିଶୁଙ୍କ ଜୀବନ ସହ ଖେଳ ! କେବେ ସୁଧୁରିବ ସ୍କୁଲ ପରିବହନ ବ୍ୟବସ୍ଥା ?
ବିହାର ଝାଡଖଣ୍ଡ ସବୁ ଠେ “ଯନ୍ତର ମନ୍ଥର” ସ୍ଥିତି | ସମଗ୍ର ଭାରତରେ ପ୍ରାୟତଃ, ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକୁଥିବା ବେଳେ, ଓଡିଶାରେ ଚିତ୍ର ଟିକିଏ ଅଲଗା। ସମ୍ପ୍ରତି କଟକ ମହାନଗରୀରେ ନିୟମଫାଙ୍କି ଚାଲୁଥିବା ୩ଟି ସ୍କୁଲ ବସକୁ ପରିବହନ ବିଭାଗ (MVI) ଜବତ କରିବା ଘଟଣା ଗଭୀର ଚିନ୍ତାର ବିଷୟ…
Read More