ବନ୍ଦ କୋଠରୀରେ ନୁହେଁ, ସ୍ୱଚ୍ଛତାର ସହ ହେଉ ନିଷ୍ପତ୍ତି | ନିମାପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ଅସନ୍ତୋଷ, ଅଧିକାରୀଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ !
ନିମାପଡ଼ା ଏନ୍ଏସି କୌଣସି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବ୍ୟକ୍ତିଗତ ସଂସ୍ଥା ନୁହେଁ; ଏହା ଜନସାଧାରଣଙ୍କ ସଂସ୍ଥା। ତେଣୁ ଏନ୍ଏସିର ବିକାଶମୂଳକ କାର୍ଯ୍ୟ ହେଉ କିମ୍ବା ପ୍ରଶାସନିକ ନିଷ୍ପତ୍ତି—ପ୍ରତ୍ୟେକ କ୍ଷେତ୍ରରେ ନିୟମ ଓ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ଆବଶ୍ୟକ। ନିର୍ବାଚିତ କାଉନସିଲର ଓ ଅଧ୍ୟକ୍ଷାଙ୍କୁ ଅବଗତ…
Read More