ପାହାଡ଼ରୁ ମାଟି ଅତଡ଼ା ଧସି NH-5 ରେ ଯାତାୟାତରେ ବ୍ୟାଘାତ : କେନ୍ଦୁଝର
କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପରେ ବାରବାଙ୍କ ଘାଟିରେ ଭୂସ୍ଖଳନ। ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜମାର୍ଗର ବାରବାଙ୍କ ଘାଟିରେ ଗତ ରାତିରେ ପାହାଡ଼ରୁ ମାଟି ଅତଡ଼ା ଧସି ରାଜପଥର ଗୋଟିଏ ପାର୍ଶ୍ୱର ଅଧା ଅଂଶ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଭୂସ୍ଖଳନ…
Read More