୪୮ ନଂ ରାଜ୍ୟ ଉପରେ ବେଆଇନ ଭାବେ ଲୁହାଛଡ଼ ବୋଝେଇ ଏକ ଟ୍ରଲର : ରାଜପଥ ଜାମ୍
ବାଘମାରି-କଣ୍ଟିଲୋ ୪୮ ନଂ ରାଜ୍ୟ ରାଜପଥର ସିମୋର ନିକଟରେ ରାଜପଥ ଉପରେ ବେଆଇନ ଭାବେ ଲୁହାଛଡ଼ ବୋଝେଇ ଏକ ଟ୍ରଲର ରଖାଯାଇଥିବା ଅଭିଯୋଗ ହୋଇଛି। ଟ୍ରଲରଟି ରାସ୍ତା ଉପରେ ରହିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା…
Read More