ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଅଭିନବ ପ୍ରୟାଶ ||
ପାରଳାଖେମୁଣ୍ଡି, ୧୮ ଅଗଷ୍ଟ :ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସରଜାଳ ଗାଁରେ ଚାଷୀମାନଙ୍କ ସହ ମିଶି ଜମିରେ ହଳ ଚଳାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ। ଗାଁ ଗସ୍ତ ସମୟରେ ସେ ଚାଷୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି କୃଷି ଓ ଜୀବିକା ସମ୍ପର୍କିତ ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ପରେ…
Read More