L&T କମ୍ପାନି ବିରୋଧରେ ସଙ୍ଗିନ ଅଭିଯୋଗ: ରାଇରଙ୍ଗପୁର !!
ରାୟରଙ୍ଗପୁର ବୃହତ ଜଳ ଯୋଗାଣ ପ୍ରକଳ୍ପରେ ଦୀର୍ଘ ବର୍ଷ ଧରି ଜଣେ କୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ନରେଶ ଚନ୍ଦ୍ର ଗିରି। ନରେଶଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନି ତାଙ୍କୁ ୮ ଘଣ୍ଟାର ମଜୁରି ବା ଦରମା ଦେଇ ଦୈନିକ ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଉଥିଲା। ଏପରିକି ତାଙ୍କୁ ଇପିଏଫ୍, ଇଏସଆଇ ଓ ଦରମା ରସିଦ…
Read More