ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ ?
୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି ଏବଂ ପିଏନଜିି ଗ୍ୟାସ ସିଲିଣ୍ଡର ସହ ଜଡ଼ିତ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣ ଇଣ୍ଡେନ, ଏଚପି କିମ୍ୱା ଭାରତ ଗ୍ୟାସ ର ଗ୍ରାହକ ହୋଇଥାନ୍ତୁ ନା କାହିଁକି, ଏହି ନୂଆ ନିୟମଗୁଡ଼ିକର ସିଧାସଳଖ ପ୍ରଭାବ ଆପଣଙ୍କ ଘରର ରୋଷେଇ ବଜେଟ ଏବଂ ସିଲିଣ୍ଡର ଡେଲିଭରୀ ଉପରେ ପଡ଼ିବ।…
Read More