ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟିଲେ ଏଫ୍ଆଇସି ଇଣ୍ଡିଆ ପ୍ରତିନିଧି: ଏଫ୍ଆଇସି ୟୁନିଟ୍ ପ୍ରତିଷ୍ଠା ||
ଓଡ଼ିଶାରେ ଫର୍ଟିଲାଇଜର୍ ଇନୋଭେସନ୍ ସେଣ୍ଟର୍ (ଏଫ୍ଆଇସି)ର ଏକ ୟୁନିଟ୍ ପ୍ରତିଷ୍ଠା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଏଫ୍ଆଇସି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି…
Read More