ଭଡ଼ା ଘରେ ଗଞ୍ଜେଇ ଗୋଦାମ ! ୧ କ୍ୱିଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ସଙ୍ଗକୁ ବିଡା ବିଡା ଟଙ୍କା ଜବତ, ୨ ଗିରଫ :
ପୁରୀ ସଦର ଅଞ୍ଚଳର ଗୋପାଳପୁର ଗାଁରେ ବଡ଼ଧରଣର ଗଞ୍ଜେଇ ଜବତ ଘଟଣା ସାମ୍ନାକୁ ଆସିଛି। ପେଣ୍ଠକଟା ମେରାଇନ୍ ଥାନା ପୋଲିସ ଏକ ଭଡ଼ା ଘରେ ଚଢ଼ାଉ କରି ୧୭୬ ପ୍ୟାକେଟ୍ରେ ଥିବା ପ୍ରାୟ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ସାହୁ (୫୫)…
Read More