କୋର୍ଟରେ ହାଜର ହେଲେ ଗୁମ୍ମା ବିଡିଓ : ଜଣେ ବୃଦ୍ଧଙ୍କୁ ଧମକ ଅଭିଯୋଗ ମାମଲା ||
ପାରଳାଖେମୁଣ୍ଡି : ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ଅସମ୍ମାନଜନକ ମନ୍ତବ୍ୟ, ଗାଳିଗୁଲଜ ଓ ଧମକ ଦେଇଥିବା ଅଭିଯୋଗ ସଂକ୍ରାନ୍ତ ମାମଲାରେ ଗୁମ୍ମା ବ୍ଲକ୍ର ବିଡିଓ ତୁଳାରାମ ମାରାଣ୍ଡି ସୋମବାର ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଗୁମ୍ମା ଗାଁର ୬୫ ବର୍ଷୀୟ ଶ୍ରମିକ ଅଜୟ…
Read More