MMDR ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ: ବାରିପଦା
ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ ୨୦୨୪ ନିର୍ଦେଶ ଅନୁସାରେ ଓଡ଼ିଶାକୁ ପିଛିଲା ଖଣିଜ ଟିକସ ରୁ ଅନ୍ୟୁନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓ ଆଗକୁ ମିଳିବାକୁ ଥିବା ବାର୍ଷିକ ଅନ୍ୟୁନ ୧୨ ହଜାର କୋଟି ଟଙ୍କାର ଟିକସ ନିର୍ଦେଶକୁ ଅକାମୀ କରି ଲୁଟ୍ କରିବା ପାଇଁ ଏ କଳା ଆଇନ୍ ର ବ୍ୟବସ୍ଥା…
Read More