‘ବ୍ରହ୍ମପେକ୍ସ-୨୦୨୬’: ଆର୍ମି ଏୟାର ଡିଫେନ୍ସ କଲେଜରେ ଦୁଇଦିନିଆ ଡାକ ଟିକେଟ୍ ପ୍ରଦର୍ଶନୀ ||
ବ୍ରହ୍ମପୁର : ବ୍ରହ୍ମପୁର ଡାକ ବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୪ ଓ ୨୫ ତାରିଖରେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜଠାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଡାକ ଟିକେଟ୍ ପ୍ରଦର୍ଶନୀ ‘ବ୍ରହ୍ମପେକ୍ସ-୨୦୨୬’ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀର ଆନୁଷ୍ଠାନିକ ଘୋଷଣା ମଙ୍ଗଳବାର କରାଯାଇଥିବା ବେଳେ…
Read More