ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ବସନ୍ତ କୁମାର ନାୟକ ଗିରଫ: ୭୩.୪୪ ଲକ୍ଷ ଟଙ୍କାର ହରିଲୁଟ୍ ମାମଲା !
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲାଇଡାସ୍ଥିତ ଦୂତିକା ସାହୁ କଲେଜର ପ୍ରାକ୍ତନ ଭାରପ୍ରାପ୍ତ ଅଧ୍ୟକ୍ଷ (ଏବଂ ବର୍ତ୍ତମାନର ରାଜନୀତି ବିଜ୍ଞାନ ଅଧ୍ୟାପକ) ଡ. ବସନ୍ତ କୁମାର ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଛି। ସରକାରୀ ଅନୁଦାନର ପ୍ରାୟ ୭୩.୪୪ ଲକ୍ଷ (୭୩,୪୪,୯୫୦) ଟଙ୍କା…
Read Moreବେଆଇନ ଭାବେ ଚାଲୁଥିବା ସ୍କୁଲ ବସ୍ ଉପରେ ଚଢ଼ାଉ : ରାଜ୍ୟ ବ୍ୟାପି ଅଭିଯାନ ?
କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଓ ଅନ୍ୟ ଅଧିକାରୀମାନେ ଚଢ଼ାଉ କରି ୩ଟି ବସ୍କୁ ଜବତ କରିଛନ୍ତି। ଯାଞ୍ଚ ବେଳେ ୨ଟି ବସ୍ର କୌଣସି କାଗଜପତ୍ର ନଥିବା ବେଳେ ଅନ୍ୟ ଗୋଟିଏ ବସ୍ର ଫିଟନେସ୍ ନଥିବା ଜଣାପଡ଼ିଥିଲା। ଜବତ ହୋଇଥିବା ବସ୍…
Read Moreପ୍ରାୟ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କାର ଦୁର୍ନୀତି ମାମଲା ରେ ଭିଜିଲାନ୍ସ ରେଡ୍ : ଜଗତସିଂହପୁର
ଜଗତସିଂହପୁର ଜିଲ୍ଲାରେ ବଡ଼ ଧରଣର ଭିଜିଲାନ୍ସ ରେଡ୍,୬ଟି ସ୍ଥାନରେ ଏକସାଙ୍ଗରେ ଚଢ଼ାଉ। ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ରଘୁନାଥପୁର ବ୍ଲକ୍ର ପାଟେଣୀ ଗାଁସ୍ଥିତ ପୈତୃକ ଘର ସମେତ ତାଙ୍କ ଅଫିସ ଓ ଶ୍ୱଶୁର ଘର ଆଦି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସୂଚନା ଅନୁସାରେ, ଭଞ୍ଜ କିଶୋର…
Read Moreଅମରାବତୀ ଜିଲ୍ଲା ମହିଳା ଡାକ୍ତରଖାନାରେ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁଙ୍କ ମୃତ୍ୟୁ, ୬ ଗୁରୁତର
ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ଡାକ୍ତରଖାନାର ବିଶେଷ ନବଜାତ ଶିଶୁ ଯତ୍ନ ବିଭାଗ (SNCU/NICU) ରେ ଆଜି (୨୪ ଅଗଷ୍ଟ) ଭୋର ପ୍ରାୟ ୩:୩୦ ସମୟରେ ଏକ ସର୍ଟ ସର୍କିଟ୍/ଭେଣ୍ଟିଲେଟର ବିସ୍ଫୋରଣ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ନବଜାତ ଶିଶୁଙ୍କର ପ୍ରାଣହାନି ଘଟିଥିବା…
Read More