ଡାକ୍ତରଖାନାରୁ ଫେରାର କଏଦୀ ଗିରଫ,୫ ଦିନ ପରେ ଧରିବାରେ ସଫଳ ହେଲା ପୁଲିସ୍ : ସୁନ୍ଦରଗଡ
ଡାକ୍ତରଖାନାରୁ ଫେରାର କଏଦୀ ଗିରଫ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ ୨୫ ତାରିଖ ରାତିରେ ଫେରାର ହୋଇଯାଇଥିବା ବିଚାରାଧୀନ କଏଦୀ ଟେକଚାନ୍ଦ ବେହେରା (୨୪) ଙ୍କୁ ୫ ଦିନ ପରେ ପୁଲିସ୍ ଧରିବାରେ ସଫଳ ହୋଇଛି । ସେ ଗାଁ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ । ଟେକଚାନ୍ଦ ପତ୍ନୀଙ୍କ ସହ ଉକ୍ତ ଜଙ୍ଗଲରେ ଲୁଚି ରହିଥିଲେ ।…
Read More