ଚାକିରି ନିଯୁକ୍ତି ନାମରେ ଠକେଇ: ନକଲି ବ୍ଯାଙ୍କ ଅଫିସର ଗିରଫ !!
ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୁଲିସ ଏକ ସରକାରୀ ଚାକିରି ନିଯୁକ୍ତିର ଠକ ରାକେଟ୍ର ପର୍ଦ୍ଦାଫାସ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ରେ ଚାକିରି କରାଇଦେବାର ମିଥ୍ୟା ପ୍ରତିଶୃତି ଦେଇ ଜଣେ ବେକାର ଯୁବକଙ୍କଠାରୁ ₹୫୦ ହଜାର ଠକେଇ କରାଯାଇଥିବା ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି…
Read More