ନାବାଳିକା ଦୁଷ୍କର୍ମ ମାମଲା, ପୂଜକଙ୍କୁ ୨୦ ବର୍ଷ ଜେଲ୍ ସମେତ ୩.୩୦ ଲକ୍ଷ ଜରିମାନା: !!
କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର, ମାମଲାର ବିଚାର କରି ଜଣେ ପୂଜକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ନନ୍ଦିପଦା ଥାନା ଅନ୍ତର୍ଗତ ତମ୍ପାଳ ଗ୍ରାମର ୨୬ ବର୍ଷୀୟ ଅପରାଧୀ ପୂଜକ ମଦନ ମୋହନ ପାଣିଗ୍ରାହୀଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେଟ ୩ ଲକ୍ଷ ୩୦ ହଜାର ଟଙ୍କା…
Read More