କଲେଜ ହଷ୍ଟେଲ ଥାଳିରେ ମିଳିବନି ପୁରୀ-ବରା ଆଳୁଚପ : ଉଚ୍ଚଶିକ୍ଷା ବିଭାଗ, ଓଡିଶା ||
କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ। ଥାଳିରେ ଆଉ ମିଳିବନି ପୁରୀ-ବରା ଆଳୁଚପ। ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସଜାଗ ହୋଇଛି ଉଚ୍ଚଶିକ୍ଷା ବିଭାଗ। ରନ୍ଧନ ତେଲର ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲଗୁଡ଼ିକୁ ପରାମର୍ଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ରାଜ୍ୟର ସମସ୍ତ ସରକାରୀ ଓ…
Read More