ଗଞ୍ଜାମରେ ୧୨ ସେପ୍ଟେମ୍ବରରେ ତୃତୀୟ ଜାତୀୟ ଲୋକ ଅଦାଲତ
ବ୍ରହ୍ମପୁର, ତା ୧୯/୦୮/୨୬: ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଆସନ୍ତା ୧୨ ସେପ୍ଟେମ୍ବର ୨୦୨୬ରେ ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ‘ତୃତୀୟ ଜାତୀୟ ଲୋକ ଅଦାଲତ’ ଅନୁଷ୍ଠିତ ହେବ। ଏହି ଲୋକ…
Read More