ପ୍ରାୟ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କାର ଦୁର୍ନୀତି ମାମଲା ରେ ଭିଜିଲାନ୍ସ ରେଡ୍ : ଜଗତସିଂହପୁର
ଜଗତସିଂହପୁର ଜିଲ୍ଲାରେ ବଡ଼ ଧରଣର ଭିଜିଲାନ୍ସ ରେଡ୍,୬ଟି ସ୍ଥାନରେ ଏକସାଙ୍ଗରେ ଚଢ଼ାଉ। ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ରଘୁନାଥପୁର ବ୍ଲକ୍ର ପାଟେଣୀ ଗାଁସ୍ଥିତ ପୈତୃକ ଘର ସମେତ ତାଙ୍କ ଅଫିସ ଓ ଶ୍ୱଶୁର ଘର ଆଦି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସୂଚନା ଅନୁସାରେ, ଭଞ୍ଜ କିଶୋର…
Read More