ଓଡିଶାର ରାଜ୍ୟପାଳଙ୍କ ଏଡିସି ରୂପେ ଦାୟିତ୍ୱ ଗ୍ରହଣ କଲେ ଅନୁଗୁ ଶିବା ମାରୁତି ରେଡ୍ଡୀ : ଓଡିଶା ଲୋକ ଭବନ
ଓଡିଶା ଲୋକ ଭବନରେ ଏକ ଔପଚାରିକ ସମାରୋହରେ ଓଡିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ, ଆଇପିଏସ ଅଧିକାରୀ ଅନୁଗୁ ଶିବା ମାରୁତି ରେଡ୍ଡୀଙ୍କୁ ନୂତନ ଦାୟିତ୍ୱରେ ପ୍ରଦାନ କରିଛନ୍ତି । ଗ୍ରହଣ କରିଥିବା ପଦବୀ ଟିକୁ ଏଡିସି (ଏଡ୍-ଡି-କ୍ୟାମ୍ପ) କୁହାଯାଏ । ଏଡିସି ରାଜ୍ୟପାଳଙ୍କ ଔପଚାରିକ କାର୍ଯ୍ୟକ୍ରମ,…
Read More