‘GenZ’ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପିର ରଣନୀତି: ନିତିନ ନବୀନଙ୍କ ନୂଆ ଟିମ୍ ଗଠନ !!
ନିତିନ ନବୀନଙ୍କ ନେତୃତ୍ଵ ରେ BJP ଏକ ନୂଆ ଟିମ୍ ଗଠନ କରିଛି | ନୂଆ ଟିମ୍ ର ମୂଳ ଲକ୍ଷ୍ୟ, GenZ ଙ୍କ ସହ ସମ୍ପର୍କ ମଜଭୁତ କରିବା | ଏଥିପାଇଁ ଦଳ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ଓ ବିନୋଦ ତାୱଡେ ଏହି ଟିମ୍ରେ…
Read More