ବାରିପଦାରେ ବୁଲା କୁକୁରଙ୍କ ଆତଙ୍କ ! ସଡ଼କ ଦୁର୍ଘଟଣା ଓ କୁକୁର କାମୁଡ଼ାକୁ ନେଇ ବଢ଼ୁଛି ଚିନ୍ତା — ପୌରସଂସ୍ଥାର ନିଦ ଭାଙ୍ଗିବ କେବେ ?
ବାରିପଦା: ସହରରେ ଏବେ ରାସ୍ତାରେ ଚାଲିବାକୁ ଲୋକେ ଡରୁଛନ୍ତି, ଆଉ ଦୁଇଚକିଆ ଚାଳକଙ୍କ ପାଇଁ ରାସ୍ତାରେ କୁକୁରଙ୍କ ଝୁଣ୍ଡ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି। ସକାଳ ହେଉ କି ରାତି—ଛକ, ବଜାର, ବସଷ୍ଟାଣ୍ଡ, ସ୍କୁଲ, ହସ୍ପିଟାଲ ଓ ଆବାସିକ ଅଞ୍ଚଳରେ ବୁଲା କୁକୁରଙ୍କ ଝୁଣ୍ଡ ଦେଖିବା ଏବେ ନିତିଦିନିଆ ଦୃଶ୍ୟ।ଶିଶୁ,…
Read More