ଅମରାବତୀ ଜିଲ୍ଲା ମହିଳା ଡାକ୍ତରଖାନାରେ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁଙ୍କ ମୃତ୍ୟୁ, ୬ ଗୁରୁତର
ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ଡାକ୍ତରଖାନାର ବିଶେଷ ନବଜାତ ଶିଶୁ ଯତ୍ନ ବିଭାଗ (SNCU/NICU) ରେ ଆଜି (୨୪ ଅଗଷ୍ଟ) ଭୋର ପ୍ରାୟ ୩:୩୦ ସମୟରେ ଏକ ସର୍ଟ ସର୍କିଟ୍/ଭେଣ୍ଟିଲେଟର ବିସ୍ଫୋରଣ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ନବଜାତ ଶିଶୁଙ୍କର ପ୍ରାଣହାନି ଘଟିଥିବା…
Read More