ରାହୁଲ ଗାନ୍ଧୀଙ୍କ ବିରୋଧରେ FIR:କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଲୋକସଭାର ବିରୋଧିଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍ଆଇଆର୍ (FIR) କୁ ବିରୋଧ କରି କର୍ଣ୍ଣାଟକର କଲାବୁରାଗୀ ଜିଲ୍ଲା କଂଗ୍ରେସ କମିଟିର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାଟି କ’ଣ? ଗତ ଅଗଷ୍ଟ ୮ ତାରିଖରେ ଉତ୍ତରାଖଣ୍ଡର ହଲଦ୍ୱାନୀଠାରେ AICC ସଭାପତି…
Read More